ଦେଶରେ ନୂଆ ପ୍ରତିରକ୍ଷା ଇକୋସିଷ୍ଟମ ବିକଶିତ ହେଉଛି: ମୋଦୀ
ଆସନ୍ତାବର୍ଷ ଅଗଷ୍ଟ ନୌସେନା ପାଇଁ ୭୫ଟି ସ୍ୱଦେଶୀ ଜାହାଜ ନିର୍ମାଣ କରିବା ଏହି ଦିଗରେ ପ୍ରଥମ ପଦକ୍ଷେପ....
ୟୁଏଇରେ ହୋଇପାରେ ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟ!
ଶ୍ରୀଲଙ୍କାରେ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଛି...
ଆଗକୁ ଆହୁରି ଶସ୍ତା ହେବ ଖାଇବା ତେଲ!
ଯେଉଁଥିରେ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ହ୍ରାସ ପାଉଥିବା ବିଷୟରେ ଆଲୋଚନା ହୋଇଥିଲା...
ଖୁବଶୀଘ୍ର ମହାରାଷ୍ଟ୍ର କ୍ୟାବିନେଟ ଗଠନ ହେବ
ଏହି ସମୟରେ ବିଜେପିରୁ ୬ ଏବଂ ସିନ୍ଧେ ଗୋଷ୍ଠୀରୁ ପ୍ରାୟ ୬ଜଣ ବିଧାୟକ ମନ୍ତ୍ରୀପଦର ଶପଥ ନେଇପାରନ୍ତି....
ଗୋଟିଏ ଦିନରେ ଏନଏଚଏଏଆଇ ୧.୨୫ ଲକ୍ଷ ଚାରା ଲଗାଇଲା
ଏହି ଅବସରରେ ନିଜ ସମ୍ବୋଧନରେ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରାଳୟ ବୃକ୍ଷରୋପଣ ଏବଂ ଚାରାରୋପଣ ଉପରେ ଧ୍ୟାନ ଦେଇଛନ୍ତି....