ଆଇପିଏଲରେ ବ୍ରାଭୋଙ୍କ ନୂଆ ରେକର୍ଡ
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ଡାଏନ ବ୍ରାଭୋ ସର୍ବାଧିକ ୱିକେଟ ହାସଲକାରୀ ହେବା ସହ ଲାସିଥ…
ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ: ମସ୍କୋ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଏକ ମାସରୁ ଅଧିକ ସମୟ ହେଲାଣି ଲାଗିରହିଛି । ଏହି ଯୁଦ୍ଧ ଥମିବାର ନା ମଧ୍ୟ…
୧୨୬୦ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି। ଦିନକରେ ଆଉ ୧,୨୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ…
୭ ହଜାର ରନ କ୍ଲବରେ ସାମିଲ ହେଲେ ଧୋନୀ
ମୁମ୍ବାଇ: ଆଇପିଏଲ-୨୦୨୨ ୧୫ ତମ ସଂସ୍କରଣରେ ଲକ୍ଷେ୍ନø ବିପକ୍ଷ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ୧୬ ରନ କରି ଏକ ବଡ ରେକର୍ଡ ହାସଲ…
ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ
ନୂଆଦିଲ୍ଲୀ: ଚଳିତ ମାସ ମାର୍ଚ୍ଚରେ ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ଭାଙ୍ଗ କରିଛି । ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ…
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦି ମନ୍ତ୍ର
ନୂଆଦିଲ୍ଲୀ: ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।…
ରାଜ୍ୟସଭାରେ ରେକର୍ଡ କଲା ବିଜେପି
ନୂଆଦିଲ୍ଲୀ: ରାଜ୍ୟସଭାରେ ବଢିଲା ବିଜେପି ସଦସ୍ୟଙ୍କ ସଂଖ୍ୟା । ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ୧୦୦ ଟପିଲା ବିଜେପି ସଦସ୍ୟଙ୍କ ସଂଖ୍ୟା ।…
ରୁଷର ୧୬ ହଜାରରୁ ଉଦ୍ଧ୍ୱର୍ ସୈନିକଙ୍କ ମୃତ୍ୟୁ ହୋଇଛି : ୟୁକ୍ରେନ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଡେଇ ଥମିବାର ନା ନେଉନାହିଁ । ଏହାରି ମଧ୍ୟରେ ରୁଷ ଓ ୟୁକ୍ରେନ ମଧ୍ୟରେ…
ଶ୍ରୀହିନ ହେଉଛି ଶ୍ରୀଲଙ୍କା: ଦିନକୁ ୧୦ ଘଣ୍ଟା ବିଜୁଳି ବନ୍ଦ
ନୂଆଦିଲ୍ଲୀ : ଶ୍ରୀହିନ ହେଉଛି ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଆର୍ଥିକ ସଂକଟରେ ଅସ୍ତବ୍ୟସ୍ତ ହେଲେଣି ସେଠାକାର ନାଗରିକ । ଶ୍ରୀଲଙ୍କାରେ…
ଅଭିନୟ ଛାଡିଲେ ଫେମ୍ ଅଭିନେତ୍ରୀ ନନ୍ଦିନୀ
ନୂଆଦିଲ୍ଳୀ : ଟେଲିଭିଜନର ପ୍ରସିଦ୍ଧ ସିରିଏଲ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆ ଛାଡିବାକୁ…