ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ବୃଷବ ମହାନ୍ତଙ୍କ ଏକାଦଶାହ ପାଳିତ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ବୃଷବ ମହାନ୍ତଙ୍କ…
ଓଡିଶାକୁ ମାଡ଼ି ଆସୁଛି ବାତ୍ୟା ‘ଅକ୍ଭାନ୍’
ବାତ୍ୟା 'ଅକ୍ଭାନ୍' ଓଡ଼ିଶାରେ ମାଡ଼ ହେବ। ଆନ୍ଧ୍ରର ନରସାପୁର ଓ ପୁରୀ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଅକଭାନ୍’। ସମ୍ଭବତଃ…
କେନ୍ଦୁଝର ରେ ଧାର୍ମିକ ଅଧିକାର ପାଇଁ ଆଦିବାସୀଙ୍କ ଗର୍ଜନ
ଜିଲ୍ଲାପାଳ ଅଫିସ ଘେରିଲେ ହଜାର ହଜାର ଆଦିବାସୀ
ହୀରାକୁଦ ଅଞ୍ଚଳରେ ପର୍ଯ୍ୟଟନ ଭିଭିଭୂମିର ସମନ୍ବିତ ବିକାଶ ସଂପର୍କରେ ବୈଠକ
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ହୀରାକୁଦ ଅଞ୍ଚଳକୁ ଏକ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବା…
ଟିଟିଲାଗଡ଼ଠାରେ ପ୍ରତିଷ୍ଠା ହେବ ନୂତନ ୪୦୦/୨୨୦/୩୩ କେ.ଭି. ଗ୍ରିଡ୍ ସବ୍-ଷ୍ଟେସନ
ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ନିର୍ଭରଯୋଗ୍ୟତା ଓ ସବୁଜ ଶକ୍ତି ସଂଯୋଗୀକରଣ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ
୧,୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ: ବାତ୍ୟା ‘ଅକ୍ଭାନ୍’ ପୂର୍ବରୁ…
ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ବାତ୍ୟା ‘ଅକ୍ଭାନ୍’କୁ ଦୃଷ୍ଟିରେ ରଖି ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁରକ୍ଷିତ ରଖିବା…
୨୨ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬
ପ୍ରଥମ ମ୍ୟାଚ୍ରେ ଡେଲୟଟକୁ ହରାଇଲା ସୋଆ ବିଶ୍ୱବିଦ୍ୟାଳୟ
ଭାଲେରିର ରାଧା-କୃଷ୍ଣ ମନ୍ଦିରରେ ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ
ଅଁଳା ନବମୀରେ ରାଧାପାଦ ଦର୍ଶନର ମାହାତ୍ମ୍ୟ...
ସଫେଇ କର୍ମଚାରୀ ଓ ଜଗୁଆଳିଙ୍କ ଭରସାରେ ନୂତନ ବସ୍ଷ୍ଟାଣ୍ଡ
ରାମନାଗୁଡ଼ା(ସାକ୍ସୀ ନ୍ୟୁଜ୍): ସରକାରଙ୍କ କୋଟି କୋଟି ଟଙ୍କା ବିନିଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ନୂତନ ଭାବେ ନିର୍ମିତ…
ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତୁତି ଜୋରଦାର
ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ଆଗୁଆ ଜଳ ଟ୍ୟାଙ୍କର ମୁତୟନ, ବିପଦପ୍ରବଣ ଜଳ ଉତ୍ସ ଚିହ୍ନଟ ଓ ପୁନରୁଦ୍ଧାର ଟିମ୍ ପ୍ରସ୍ତୁତ