ରାଣୀଭୋଳ ଓଏଭି ର ପ୍ରତିଷ୍ଠା ଦିବସ ପାଳିତ
ମୟୂରଭଞ୍ଜ,(ସାକ୍ସୀ ନ୍ୟୁଜ୍): ବାରିପଦା ବ୍ଲକ୍ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ରାଣୀଭୋଳ ପରିସରରେ ବିଦ୍ୟାଳୟର ୧୦ମ ବାର୍ଷିକ…
ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ଉଦଘାଟିତ
ମୟୂରଭଞ୍ଜ(ସାକ୍ସୀ ନ୍ୟୁଜ୍): ଛଉନୃତ୍ୟର ଐତିହ୍ୟ ଓ କଳାକୁ ଆହୁରି ସମ୍ବୃଦ୍ଧ ଓ ପରିମାର୍ଜିତ କରିବା ପାଇଁ ସ୍ଥାନୀୟ ବେଲଗଡ଼ିଆ…
ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’
୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ...
ଜାତୀୟ ସ୍ତରରେ ସମ୍ମାନିତ ହେଲେ ମୟୂରଭଞ୍ଜର ଦୁଇ ରକ୍ତଦାତା
ମୟୂରଭଞ୍ଜ,(ସାକ୍ସୀ ନ୍ୟୁଜ୍): ପବିତ୍ର ଶ୍ରୀରାମ ଧାମ ଅଯୋଧ୍ୟାରେ ରାମକୃଷ୍ଣ ସେବା ଫାଉଣ୍ଡେସନ ଆନୁକୂଲ୍ୟରେ ରାଷ୍ଟ୍ରୀୟ ରକ୍ତଦାନ…
ତିନିଦିନିଆ ତ୍ରିରଙ୍ଗାକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ ଷ୍ଟ୍ରାଇକର୍ସ ବିଜୟୀ
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର…
ମୟୂରଭଞ୍ଜ,(ସାକ୍ସୀ ନ୍ୟୁଜ୍): ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶାର ୪୩ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶାର ୪୩ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଭୁବନେଶ୍ୱରସ୍ଥିତ…
ଓଆଇଆଇପିସିଆରଏ ଆନ୍ତଃବିଭାଗୀୟ କାର୍ଯ୍ୟାନ୍ୱୟନର ସମୀକ୍ଷା ବୈଠକ
ଟ୍ୟାଙ୍କ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଯୋଡ଼ିବା ଉପରେ ଗୁରୁତ୍ୱ...
ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍ଘାଟିତ ହେଲା ବାଉଁଶ ହାଟ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ…
ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ସମ୍ଭାବ୍ୟ ବର୍ଷା ପରିସ୍ଥିତି ନିମନ୍ତେ ୨୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ...