ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ : ମନମୋହନ ସାମଲ
ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୋଲିସ ଉପରେ କିଏ ଚାପ ପକାଇଥିଲେ ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
ଓବିସି ଜନ ଜାଗରଣ ଯାତ୍ରାର ଲିଫ୍ଲେଟ୍, ପୋଷ୍ଟର ଓ ଗୀତ ରିଲିଜ୍
ଓଡ଼ିଶାରେ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମିଳୁନାହିଁ ସଂରକ୍ଷଣ ସୁବିଧା
ମହାନଦୀ ଜଳ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ : ଡ.ଲେଖାଶ୍ରୀ
ଭୁବନେଶ୍ୱର,ତା.୨୦/୦୪: ଓଡିଶା ଓ ଛତିଶଗଡ ବସି ଆଲୋଚନା କଲେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ଭାରତୀୟ ଜନତା ପାର୍ଟି ବାରମ୍ବାର କହିଛି…
ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହେବ ଝାରସୁଗୁଡା…
ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି ।…
ଆଜିଠାରୁ ସବୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଛୁଟି
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଏବଂ ଏହାର ପ୍ରଭାବକୁ ନଜରରେ ରଖି ଆଜିଠାରୁ ସବୁ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଛି…
ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ…
ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
ସମ୍ବଲପୁର : ସମ୍ବଲପୁରରେ ଗତ ୧୫ ତାରିଖ ସକାଳ ୧୦ଟାରୁ ବନ୍ଦ ଥିବା ଇଣ୍ଟରନେଟ ସେବାକୁ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ସରକାର ବନ୍ଦ…
ମନ କି ବାତ ସମ୍ପର୍କରେ ଅଞ୍ଜୁ ବବି ଜର୍ଜଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ
ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି ସୁଶ୍ରୀ ଅଞ୍ଜୁ ବବି ଜର୍ଜଙ୍କ ଏକ…