ସ୍ୱାଭିମାନ ଅଞ୍ଚଳରୁ ପୁଣି ଠାବ ହେଲ ମାଓ କ୍ୟାମ୍ପ
ମାଲକାନଗିରି (ଏସ୍ ନ୍ୟୁଜ) : ପୁଣି ଠାବ ହେଲା ମାଓ କ୍ୟାମ୍ପ । ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୋଲିସକୁ!-->…
ଜୁନରେ ହୋଇପାରେ ପୌର ନିର୍ବାଚନ
ଭୁବନେଶ୍ୱର (ଏସ୍ ନ୍ୟୁଜ): ଖୁବଶୀଘ୍ର ଦୂର ହେବ ପୌର ନିର୍ବାଚନକୁ ନେଇ ଦୀର୍ଘ ଦୁଇବର୍ଷରୁ ଲାଗି ରହିଥିବା ଅଚଳାବସ୍ଥା । ହାଇକୋର୍ଟଙ୍କ!-->…
ପାଟଣାଗଡ ଗଣହତ୍ୟା : ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ
ପାଟଣାଗଡ(ଏସ୍ ନ୍ୟୁଜ): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ପ୍ରମାଣ!-->…
ରାଜ୍ୟରେ ୧୦୦୦ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୯୮୬ ଜଣ କରୋନା!-->…
ଅପରାହ୍ନ ୫ଟାରେ ବସିବ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର (ଏସ୍ ନ୍ୟୁଜ) : ଆଜି ଉଭୟ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ଅପରାହ୍ନ ୫ଟାରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ!-->…
କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ
ଯାଜପୁର (ଏସ୍ ନ୍ୟୁଜ): ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ!-->…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଟକର ଆୟକର ଆପିଲେଟ ଟ୍ରିବ୍ୟୁନାଲ ଉଦଘାଟନ
କଟକ (ଏସ୍ ନ୍ୟୁଜ) : ଭିଡିଓ କନଫରେସିଂ ଯୋଗେ ଉଦଘାଟିତ ହେଲା କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ଦେଶର ଶ୍ରେଷ୍ଠ ୧୦ ସରକାରୀ ବିଦ୍ୟାଳୟ ତାଲିକାରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’
ଭୁବନେଶ୍ୱର(ଏସ୍ ନ୍ୟୁଜ): ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ସ୍ଥାନ ପାଇଛି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ । ଗଂଜାମ ଜିଲ୍ଲା!-->…
ପୁଅ ନିର୍ଯ୍ୟାତନାର ନ୍ୟାୟ ଲାଗି ଅନଶନରେ ୯୭ ବର୍ଷୀୟ ବୃଦ୍ଧ
ଗଜପତି (ଏସ୍ ନ୍ୟୁଜ): ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ପାଇବା ଆଶାରେ ଅନଶନରେ ବସିଲେ ୯୭ ବର୍ଷୀୟ ବୃଦ୍ଧ। ବୟସର!-->…
ମନ୍ଦିର ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆଜିଠାରୁ ଆରମ୍ଭ
ବାରିପଦା (ଏସ୍ ନ୍ୟୁଜ) : ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜି ପୁଣି ଘଣ୍ଟ ଘଣ୍ଟା ବଜାଇ ପ୍ରତିବାଦ ଆରମ୍ଭ କରାଯାଇଛି। ଆଜିଠାରୁ!-->…