ଦେଶରେ ଆଉ ୧୨,୭୮୧ କରୋନା ସଂକ୍ରମିତ ଚିହ୍ନଟ ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ… By Shaksi News Last updated Jun 20, 2022 0 ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ଦେଶରେ ୧୨ ହଜାର ତଳକୁ ସଂକ୍ରମଣ ଖସୁନଥିବା ଦେଖିବାକୁ ମିଳୁଛି । ଆଜି ପୁଣି ଦେଶରେ ୧୨ହଜାର ୭୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ପଢ଼ନ୍ତୁ... ନାବାଳିକାଙ୍କୁ ଦୁଷ୍କର୍ମ Sep 18, 2026 ରୋହିତଙ୍କ ରେକର୍ଡ ଭାଙ୍ଗି ଇତିହାସ… Sep 18, 2026 କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି… Sep 18, 2026 ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ… Sep 18, 2026 କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୭୫ ହଜାର ଟପିଛି ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୭୬, ୭୦୦ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । Continue Reading #coronavirus#National-International#Shaksi News 0 Share