ଡିଶାରେ ଚୀନ ଭୂତାଣୁ! ପିଟିଆଇର ରିପୋର୍ଟ

ଭୁବନେଶ୍ୱର: ଓଡିଶାରେ ଚୀନ ଭୂତାଣୂ ନେଇ ପିଟିଆଇର ରିପୋର୍ଟ । ଓଡିଶା ସମେତ ଗୁଜରାଟରେ ମଧ୍ୟ ଚୀନ ଭୂତାଣୁ ଚିହ୍ନଟ ହୋଇଛି । ଗୁଜରାଟରୁ ୨ଟି ଓ ଓଡିଶାରୁ ଜଣେ ଚିହ୍ନଟ । ଏହି ନୂଆ କୋଭିଡ ଭାରିଆଣ୍ଟ ହେଉଛି ବିଏଫ.୭ । ଏହି ଭାରିଆଣ୍ଟ ଚୀନରେ ଆତଙ୍କ ଖେଳାଇଛି । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ ମୋଟ ୩ ନୂଆ ଭୂତାଣୁ ଚିହ୍ନଟ ହୋଇଛି ।