ବ୍ରହ୍ମଗିରି : ବ୍ରହ୍ମଗିରିରେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ବ୍ରହ୍ମଗିରି ହାଇ ସ୍କୁଲ ପାଖରୁ ଲୁଟ ହୋଇଛି। ଜଣେ ବ୍ୟକ୍ତି ବ୍ରହ୍ମଗିରି ବଜାର ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ରହ୍ମଗିରିର ଜଣଙ୍କୁ ଦେବାକୁ ଯାଉଥିଲେ। ଏହି ସମୟରେ ଲୁଟ ହୋଇଛି ବୋଲି ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି। ବ୍ରହ୍ମଗିରି ଆଇଆଇସି ବଜାରର ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍ ଦେଖି ତଦନ୍ତ ଜାରି ରଖିଛନ୍ତି। ଲୁଟର ଶୀକାର ହୋଇଥିବା ବ୍ୟକ୍ତିଙ୍କ କଟକର ବାସିନ୍ଦା ବୋଲି ଜଣାପଡ଼ିଛି।
Prev Post
Next Post