ବାଂଶପାଳରେ ପାଇପଲାଇନକୁ ତୀବ୍ର ବିରୋଧ

କେନ୍ଦୁଝର: କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ନୋ୍ୟାକୋଟ ଥାନା ଅନ୍ତର୍ଗତ କାଦକଳା ଗ୍ରାମରେ କେନ୍ଦୁଝର ଜିଲ୍ଳା ଟ୍ରକ ଆସେସୋନ ର ସଭାପତି ଦିଲୁ କର ଯୁଗ୍ମ ସମ୍ପାଦକ ଦେବୁ ପଟନାୟକ ଆସେସୋନର କର୍ମକର୍ତ୍ତା ସହ କିଛି ଗାଡି ମଲିକଆସି ଯୋଡ଼ାରୁ ଗାତ ଖନନ କରି ଜିନ୍ଦଲକୁ ପାଇପ ଯୋଗେ ମାଲ ପରିବହନକୁ ତୀବ୍ରବିରୋଧ ଦେଖୁବାକୁ ମିଳୁଛି l ଟ୍ରକ ଆସେସୋନଙ୍କ କାହିବା କାହିବା କଥା ଯେ ଆମୋ ପେଟ ପାଟଣାକଥା ଆଗରୁ ଵି ଆମେ ବିରୋଧ କରିବା ସ୍ୱତ୍ୱେ ଜିନ୍ଦଲ କମ୍ପାନୀ କର୍ଣ୍ଣପାତ କଲା ନାହିଁ l ତେଣୁ ଆଜି ଆସି ବିରୋଧ କରୁଛୁ ଆଗକୁ ମଧ୍ୟ କରିବୁ ପାଇବ ଲାଇନ ଯୋଗେ ମାଲ ନେବା ଦ୍ୱାରା ଅନେକ ଲୋକ ଭୁକ ଉପାସରେ ମରିଯିବେ ମାଲିକମାନେ ଋଣବାଡ଼ି କରି ଘଣ୍ଡେ ଘଣ୍ଡେ ଗାଡି କରିଛନ୍ତି ତାହା କିସ୍ତି ଦେଇପାରୁନାହାନ୍ତି ମାଲିକମାନେ କିସ୍ତି ନ ଦେଇ ପାରି ଆତ୍ମହତ୍ୟା କଲେଣି ଆଗକୁ ମଧ୍ୟ କରିବେ l

ତେଣୁ ଆମେ ଆଜି ଏତିକି ଆସିଛୁ ଆଗକୁ ଶତାଧିକା ଟ୍ରକମାଲିକ ଆସି ବିରୋଧ କରିବୁ ସ୍ଥାନୀୟଲୋକ ମଧ୍ୟ ପ୍ରତିକିୟା ରଖୁଛନ୍ତି କି ଆମେ ପୂର୍ବପୁରୁଷଙ୍କ ଭିଟାମାଟିରେ ଘର କରି ରହିଆସୁଛୁ ଆମକୁ ନାଲିଆଖି ଦେଖେଇ ଆମୋ ପଟାଭୁକ୍ତ ଜାଗାରେ ଖନନ କରି ନେଉଛନ୍ତି କହିବାରୁ ପୋଲିସ ପ୍ରଶାନ ର ଭୟଦେଖାଉଛନ୍ତି ଏ ବିଷୟରେ ଆଇ ଆଇ ସି ମାଡାମଙ୍କୁ ପ୍ରତିକ୍ରିୟା ମାଗିବାରୁ ଏଗୁଡା କଣ ହେଉଛି କହି ବୁମକୁ ପେଲି ଦେଉଛନ୍ତି ଦେଖିଥିବେ ଆଗରୁ ମଧ୍ୟ ଆମେ କହିଆସୁଛୁ କି ଆଇ ଆଇସି ମାଡାମ ଗଣମଧ୍ୟମକୁ ଖବପ ମିସ ବିହେବ କରିଥାନ୍ତି ଦେଖନ୍ତୁ ସିଦ୍ଧା ସଳଖ ଚିତ୍ର କେମିତି ବୁମକୁ ପେଲି ଦେଉଛନ୍ତି ସେପଟେ ଆଇ ଆଇସିଙ୍କ ଅନୁପସ୍ଥିତିରେ ପୋଲିସ ପୋଲିସ କାମ ଛାଡି ମିଡ଼ିଆର କାମ କରୁଛି ମାନେ ସମସ୍ତଙ୍କ ଫୋଟ ଉଠାଉଛନ୍ତି ଆମେ ବୁଝିପାରିନୁ ଖଟଣା ଟା କଣ ପୋଲିସ କାମ ଛାଡି ଫୋଟ କାହିଁକି ଉଠଉଛନ୍ତି l