ଭୁବନେଶ୍ୱରରେ କଳା ପଲସର ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଟୁୱାର୍ଟ ସ୍କୁଲ ପାଖରେ କଲା ପଲସର ଆତଙ୍କ । ମହିଳାଙ୍କ ବେକରୁ ଲୁଟି ନେଲେ ସୁନା ଚେନ । ଝିଅକୁ ସ୍କୁଲ ରୁ ଛାଡି ଫେରୁଥିବା ବେଳେ ଲୁଟିନେଲେ ଦୁର୍ବୁତ୍ତ । ସ୍କୁଟି ରୁ ପଡି ମହିଳା ଗୁରୁତର ଆହତ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି ।