ଅଭିନେତ୍ରୀ ରିଚାଙ୍କୁ ହଲିଉଡ ଅଫର!

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିଚା ଚଢା ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅଭିନେତ୍ରୀ ରିଚା ଚଢା ଜଣେ ବଲିଉଡ ଜଗତର ଜଣାଶୁଣା ଲୋକପ୍ରିୟ । ବର୍ତ୍ତମାନ ଅଭିନେତ୍ରୀ ରିଚା ଚଢା ବଲିଉଡ ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅଭିନେତ୍ରୀ ରିଚାଙ୍କୁ ହଲିଉଡ ଫିଲ୍ମ ପାଇଁ ଏକ ବଡ ପ୍ରୋଜେକ୍ଟ ଅଫର ମିଳିଛି । ଏହି ପ୍ରୋଜେକ୍ଟ ପାଇଁ ରିଚା ନିଜର ଟ୍ରେନିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ପୂର୍ବରୁ ଅଭିନେତ୍ରୀ ରିଚା ଅଭିନେତା ଅଲ୍ଲୀ ଫେଜଲ ସହିତ ଏକ ବିଗ ବଜଟେ ଫିଲ୍ମରେ ନଜର ଆସିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ରିଚାଙ୍କ ଅଭିନେତା ଅଲ୍ଲୀ ଫୈଜଲଙ୍କୁ ଦୀର୍ଘଦିନ ହେବ ଡେଟ୍‌ କରୁଛନ୍ତି । ସେିହପରି ରିଚା ‘ଫୁକରେ ୩’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।