ବିବାହ ପରେ ପରେ ପାର୍ଟି ଦେଲେ କନିକା

ନିକଟରେ ଗାୟକ କନିକା କପୁର ବିବାହ ପରେ ଦୁହେଁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି…

ମୁମ୍ବାଇ : ନିକଟରେ ଗାୟକ କନିକା କପୁର ବିବାହ ପରେ ଦୁହେଁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଇଛନ୍ତି । ସେହିପରି ଏହି ପାର୍ଟିରେ ବେବି ଡଲ ଗୀତରେ ନୃତ୍ୟ କରୁଥିବାରୁ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ କନିକା-ଗୌତମ ଅତିଥିଙ୍କ ସାମ୍ନାରେ ନାଚୁଛନ୍ତି । ସୂଚନାଯୋଗ୍ୟ ଯେ, କନିକା ପୂର୍ବରୁ ବିବାହ କରିଥିଲେ । ତାଙ୍କର ବିବାହ ବେଶି ଦିନ ତିଷ୍ଠି ନଥିଲା । ବର୍ତ୍ତମାନ ୪୩ ବର୍ଷ ବୟସରେ କନିକା କପୁର ପୁଣି ଥରେ ଦ୍ୱିତୀୟ ବିବାହ କରିଛନ୍ତି ।