ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ପର୍ଣ୍ଣଷ୍ଟାର ଖଲିଫା

ପୁଣି ଚର୍ଚ୍ଚାରେ ପର୍ଣ୍ଣଷ୍ଟାର ମିୟା ଖଲିଫା । ମିଆ ଖଲିଫା ଘୋଷଣା…

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ପର୍ଣ୍ଣଷ୍ଟାର ମିୟା ଖଲିଫା । ମିଆ ଖଲିଫା ଘୋଷଣା କରିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି । ମିୟା ପ୍ରାୟ ୨ ବର୍ଷ ପୂର୍ବେ ରୋବର୍ଟ ସାଣ୍ଡବର୍ଗଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କଠାରୁ ଛାଡପତ୍ର ନେଇଛନ୍ତି । ମିୟା ଖଲିଫା ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଷୟରେ ତାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ମିୟା କହିଛନ୍ତି, ତାଙ୍କର ବିବାହକୁ ଆଗକୁ ବଢାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ କିଛି କାମ ହୋଇପାରିଲା ନାହିଁ । ବର୍ତ୍ତମାନ ସେ ଏବଂ ତାଙ୍କ ସ୍ୱାମୀ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।