ଆକ୍ସନ ଥ୍ରୀଲରରେ ରଣବୀର

ତେଣୁ ଏ ନେଇ ଏବେଠାରୁ ପ୍ରସ୍ତୁତ ହେଉଛି….

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଏକ ଆକ୍ସନଭିତ୍ତିକ ଫିଲ୍ମ ସାଇନ କରିଛନ୍ତି । ଏ ବିଷୟରେ ରଣବୀର କୁହିଛନ୍ତି, ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ମଜା ନିଆରା । ହେଲେ ଏଭଳି କାହାଣୀକୁ ନେଇ ଯେଉଁ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଛି ତାହାର ଟାଇଟଲ ଫାଇନାଲ ହୋଇନାହିଁ । ତେଣୁ ଏ ନେଇ ଏବେଠାରୁ ପ୍ରସ୍ତୁତ ହେଉଛି ।