ବିକି-କାଟ୍ରିନାଙ୍କ ବିବାହରେ ଯୋଗ ଦେବେନି ଭାଇଜାନ!

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କୈଫ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ବିବାହ ଡିସେମ୍ବର ୭ରୁ ୯ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଭୟଙ୍କ ବିବାହର ପ୍ରଥମ କାର୍ଡ କଟ୍ରିନାଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ତଥ ସଲମାନଙ୍କୁ ଦିଆ ଯାଇଥିବା ଜଣାପଡିଛି । ପ୍ରଥମ କାର୍ଡ ପାଇ ମଧ୍ୟ ଭାଇଜାନ ଦୁହିଁଙ୍କ ବିବାହରେ ଯୋଗ ଦେବେନି ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।