ଆସ ସ୍କୁଲ ଯିବା: ପାଠ ପଢିବା, ଭବିଷ୍ୟତ ଗଢ଼ିବା

ଭୁବନେଶ୍ୱର: କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲ ପରିସରକୁ ନିୟମିତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ତଥା ଶାରୀରିକ ଦୂରତ୍ବ ରକ୍ଷା କରିବା ପାଇଁ ମଧ୍ଯ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ପାଠ ପଢିବା, ଭବିଷ୍ୟତ ଗଢ଼ିବା। #ଆସସ୍କୁଲଯିବା @SMEOdisha @UNICEFIndia


ସ୍କୁଲରେ ପାଠ ପଢା ସହିତ ଯୋଗ୍ଯ ହିତାଧିକାରୀଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ଏଥିସହିତ କୋଭିଡ୍ ପରବର୍ତ୍ତି ଅବସ୍ଥାରେ ସ୍କୁଲ ଖୋଲାଯିବା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡିଶା ।