କାକୁଡି ଖାଇବାର ଉପକାରିତା

ଭୁବନେଶ୍ୱର: କାକୁଡ଼ିରେ ଭିଟାମିନ୍, ମିନେରାଲ୍ସ, ପୋଟାସିୟମ ଏବଂ ଫସଫରସ ପ୍ରଚୁର ମାତ୍ରାରେ ଥିବାରୁ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ। ଏଥିରେ ୨୫ ପ୍ରତିଶତ ପାଣି ଥିବାରୁ ମେଟାବୋଲିଜିମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ।