ଅଂଶୁଘାତର ମାଧ୍ୟମ ଲକ୍ଷଣ କ’ଣ?

ଭୁବନେଶ୍ୱର: ଯଦି କୌଣସି ବ୍ୟକ୍ତି ଅଂଶୁଘାତରେ ପୀଡ଼ିତ ହୁଅନ୍ତି ତେବେ ତାଙ୍କୁ ପ୍ରବଳ ଶୋଷ ଲାଗିବା, ଅଧିକ ଝାଳବାହାରିବା , ଆଖିକୁ ଅନ୍ଧାରିଆ ଦେଖାଦେବା ଓ ବାନ୍ତି ଲାଗିଲା ଭଳି ଅଂଶୁଘାତର ମଧ୍ୟମ ଲକ୍ଷଣମାନ ଦେଖାଦିଏ। ଏସବୁ ଲକ୍ଷଣ ଦେଖାଦେଲେ ଚିକିତ୍ସା ପାଇଁ ପୀଡ଼ିତଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଜନ ହିତରେ ଜାରି ।