ପ୍ରେମିକ ପ୍ରେମିକାଙ୍କ ମନ ଜିଣିବ ଚାଟ୍‌ ଜିପିଟି

ପ୍ରେମର ମଳୟ ବହିବା ଆରମ୍ଭ କଲାଣି । ଭାଲେଂଟାଇନ୍‌ ଦିବସ ପାଳନ ପାଇଁ ଜୋରଦାର ସପିଙ୍ଗ୍‌ ଚାଲିଛି । କେହି ମନର ମଣିଷ ପାଇଁ ଦାମୀ ଉପହାର କିଣିବାର ଯୋଜନା କରୁଛି । କେହି ପ୍ରେମିକାର ପ୍ରେମ ମାଗିବାର କଳା ଶିଖୁଛନ୍ତି ।

ରିଲେସନ୍‌ ସିପ୍‌ ରେ ରହୁଥିବା କିଛି ଦମ୍ପତି ଭାଲେଂଟାଇନ୍‌ ଦିବସଟିକୁ ମନଭରି ଉପଭୋଗ କରିବାକୁ ଚାହୁଁଛନ୍ତି ।ସବୁ ବୟସର ପ୍ରେମୀଯୋଡ଼ି ପରସ୍ପରକୁ ଆକର୍ଷଣୀୟ କରିବାକୁ ଲାଗି ପଡ଼ିଛନ୍ତି । ବହୁତ କମ୍‌ ଯୁବକ ଗ୍ରୁମିଙ୍ଗ କରନ୍ତି । ଆଜିର ଫେଶନ ମାୟାରେ ‘ଚାଟ୍‌ ଜିପିଟି’ର ବ୍ୟବହାର କ୍ରମେ ବୃଦ୍ଧି ପାଉଛି ।