ରାଶିଫଳ ଶୁକ୍ରବାର : କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ

Horoscope Friday-30-09-2022

ମେଷ : ଆଜି ଦିନଟା ଯାକ ଆପଣ ବହୁତ ଖୁସି ଅନୁଭବ କରିବେ ଓ ଅପରିଚିତ ବ୍ୟକ୍ତିବି ନିଜ ପରି ଲାଗି ପାରନ୍ତି | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲଖ୍ୟକୁ ଟିକେ ବେଶୀ ଉଚ୍ଚ ଉଦ୍ଧେଶ୍ୟ ପ୍ରାପ୍ତ କରି ପାରିବେ | ଯଦି ପରିଣାମ ଆପଣଙ୍କ ଆଶା ହିଷବାରେ ନ ଆସେ, ତାହେଲେ ନିରାଶ ହେବେ ନାହିଁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ବଢ଼ିଆ କାଧ୍ୟ, ପ୍ରେମର ପରିବେଶ ଓ ଜୀବନସାଥୀ ସହିତ ରହିବାର ସୁଯୋଗ- ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ |

ବୃଷ : ପିଲା ମାନଙ୍କ କାରଣରୁ ଆପଣଙ୍କ ସନ୍ଧ୍ୟା ଖୁସିରେ ଚମକିବ | ଥକା ଓ ଦୁର୍ବଳତାକୁ ବିଦାୟ କରିବା ପାଇଁ ଗୋଟେ ବଢିଆ ଦିନରର ଯୋଜନା ବନାନ୍ତୁ | ତାଙ୍କର ସହିତ ରହିବା ଆପଣଙ୍କ ଶରୀରରେ ପୁଣି ଉର୍ଜାରେ ଭାରି ଦେବ | ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ | କୌଣସି ଏମିତି ବନ୍ଧୁ ଯିଏ ବହୁତ ଦୂରରେ ରୁହନ୍ତି,ଆଜି ଆପଣଙ୍କୁ ସମ୍ପର୍କ କରି ପାରନ୍ତି | ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ -ସହଭାଗୀ ମାନେ ଆପଙ୍କ ଲାଭ ଉଠେଇ ପାରନ୍ତି | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖା ଯିବ |

ମିଥୁନ : ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି,ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପ୍ପ୍ଳାଭର୍ଡ ଦେଇ ପାରେ | ସେଇ ସହକର୍ମୀ ମାନଙ୍କର ବିଶେଷ ଧ୍ୟାନ ରକଃନ୍ତୁ,ଯେଉଁ ମାନେ ଆସ ଅନୁସାରେ ଜିନିଷ ନ ମିଳିବ କାରଣରୁ ଜଲ୍ଦି ମନ ଦୁଃଖ କରନ୍ତି | ଆଜି ଆପଣ ଆପଣଙ୍କ ଖାଲି ସମୟ ଟିଭି, ମୋବିଲେ ବା ଇଣ୍ଟେର୍ନେଟ ସର୍ଫିଙ୍ଗ କରି କାଟିବେ | ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ପାଇଁକି ନିଜକୁ ଭାଗ୍ୟଶାଲୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ |

କର୍କଟ : ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ | ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ , ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | କୌଣସି ବୃଦ୍ଧ ଲୋକଙ୍କ ତାନ୍କର ନିଜି ଜୀବନର ସମସ୍ୟାରେ ସାହାଯ୍ୟ କରି, ତାଙ୍କର ଆଶୀର୍ବାଦ ପ୍ରାପ୍ତ କରି ପାରନ୍ତି | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | ଆଜି ଦିନଟା ଭାବି ଚିନ୍ତିକି ପାଦ ବଡ଼େଇବାର ଅଛି,ସେଥିପାଇଁ ସେତେ ପର୍ଯନ୍ତ ନିଜର ବିଚାର ପ୍ରସ୍ତୁତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କର ସଫଳତା ପାଇଁ ଆଶ୍ୱସ୍ତ ନ ହୁଅନ୍ତି | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ |

ସିଂହ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ | ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ |

କନ୍ୟା : ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ | କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ବଡ଼ ୟୁଧ୍ୟଗପତି ମାନଂକ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ |

ତୁଳା : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କ ସହିତ ବୁଲିବାକୁ ଯାଉଛନ୍ତି ତାହେଲେ ନିଜ ବେଶ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ସେ ନାରାଜ ହୋଇପାରନ୍ତି | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ, ଯଦି ଆପଣ ସେଇ ଲୋକଙ୍କ ସହିତ କଥା ହେବାକୁ ଚେଷ୍ଟା କରିବେ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତିନି | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଯଦି ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ କାହାକୁ ଦେଖା ନ କରି ପାରନ୍ତି, ତାହା ହେଲେ ଚିନ୍ତା କରନ୍ତୁ ନାହିଁ | ଆପଣ ତାଙ୍କ ସହିତ ଅଧିକ ସମୟ ବିତେଇ ପାରିବେ |

ବିଛା : ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଆପଣଙ୍କର ଜୀବନସାଥିଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ , କିନ୍ତୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ସଞ୍ଚିତ ଅର୍ଥ ଏଥିପାଇଁ ପର୍ଯ୍ୟାପ୍ତ ହେବ | ନିଜର ପାଖ ଲୋକଙ୍କ ସାମନାରେ ଏମିତି କଥା ଉଠେଇବା ଠୁ ନିଜକୁ ରକ୍ଷା କରନ୍ତୁ, ଯାହା କାରଣରୁ ସିଏ ଦୁଖୀ ହୋଇ ପାରନ୍ତି | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ | ଚାକିରୀରେ ପ୍ରୋତ୍ସାହନ ମିଳିପାରେ | ବ୍ୟବସାୟୀ ମାନେ ତାଙ୍କ ଵାଣିଜ୍ୟକୁ ବିସ୍ତାର କରିବାପାଇଁ ଅନୁଭବୀ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରିପାରନ୍ତି | ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି |

ଧନୁ : ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ | ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ | ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲ ରେ ଫିଲ୍ମ ଦେଖି ସମୟ କାଟିବେ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |

ମକର : ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ଆପଣଙ୍କ ପ୍ରେମର ରାସ୍ତା ଏକ ସୁନ୍ଦର ଗତି ଆଡ଼କୁ ଯାଇ ପାରେ | ଆଜି ଆପଣଙ୍କୁ ପ୍ରେମର ସ୍ବର୍ଗୀୟ ଅନୁଭବ ହେବ | ଆପଣଙ୍କ ବିରୁଦ୍ଧରେ ଆପଣଙ୍କର କୌଣସି ସହକର୍ମୀ ଷଡ଼ଯନ୍ତ୍ର କରିପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ବୈବାହିକ ଜୀବନରେ ପ୍ରେମ ଓ ଗରମ କାଧ୍ୟର ବହୁତ ଗୁରୁତ୍ୱ ଅଛି; ଆଜି ଆପଣ ଦୁଇଟାର ହିଁ ଲାଭ ନେଇ ପାରିବେ |

କୁମ୍ଭ : ଆପଣଙ୍କ ସବୁଠୁ ବଡ ସମ୍ପତି ହୋଉଛି ଆପଣଙ୍କର ହସିବା-ହସେଇବାର କଳା ,ନିଜର ସ୍ୱାସ୍ଥ୍ୟ ଠିକ କରିବା ପାଇଁ ତାହାର ଉପଯୋଗ କରନ୍ତୁ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |

ମୀନ : ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ନିଜର ନିଷ୍ପତି ପିଲା ମାନଂକ ଉପରେ ଚାପ ଦେବା ତାଂକୁ ରୁଷ୍ଟ କରି ପାରେ | ଭଲ ହେବ ଯଦି ଆପଣ ତାଂକୁ ନିଜର ପକ୍ଷ ବୁଝାନ୍ତୁ, ତାହେଲେ ସେମାନେ ତା ପଛର କାରଣ ବୁଝିକି ଆପଣଙ୍କ କଥାକୁ ଆରାମରେ ସ୍ଵୀକାର କରି ପାରିବେ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଆଜି ବହୁତ ସାରା ରୋଚକ ଆମନ୍ତ୍ରଣ ସହ ଗୋଟେ ଉପହାର ବି ମିଳି ପାରେ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |