ରାଶିଫଳ ଶୁକ୍ରବାର : ନୂତନ କର୍ମ ପ୍ରାପ୍ତିର ସୁଯୋଗ ଆସିପାରେ

Horoscope Friday-09-12-2022

ମେଷ : କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି | ମାନସିକ ସ୍ପଷ୍ଟତା ଆପଣଙ୍କୁ ବ୍ୟବସାୟରେ ପ୍ରତିଯୋଗୀ ମାନଙ୍କ ଠୁ ଆଗକୁ ବଢ଼ିବାକୁ ଦେବ | ଆପଣ ସବୁ ପୁରୁଣା ଅସୁବିଧା ସାରିବାରେ ସଫଳ ରହିବେ | ନିଜର ବ୍ୟସ୍ତ ଜୀବନରେ ମଧ୍ୟ ନିଜପାଇଁ ସମୟ କାଢ଼ିବାକୁ ଆପଣ ଚେଷ୍ଟା କରିବେ , କିନ୍ତୁ ସେ ସମୟର ଉପଯୋଗ କରିପାରିବେ ନାହିଁ | ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ପ୍ରେମ ଭରା ଦିନ ରହିବ, କିନ୍ତୁ ସ୍ୱାସ୍ଥ୍ୟକୁ ନେଇକି ଟିକେ ବିପଦର ସମ୍ମୁଖୀନ ହେବାକୁ ପଡ଼ି ପାରେ |

ବୃଷ : ଆଜି ନିଜ ସ୍ୱାସ୍ଥ୍ୟ ସୁଧାରିବା ଉପପରେ ଧ୍ୟାନ ଦିଅନ୍ତୁ | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ |

ମିଥୁନ : ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସାଙ୍ଗ ମାନଙ୍କ ତୁ ଉତ୍ତମ ପରାମର୍ଶ ମିଳିବ | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ|

କର୍କଟ : ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ଆଜି ଆପଣଙ୍କ ପାଖରେ ଧାନ ପର୍ଯ୍ୟାପ୍ତ ପରିମାଣରେ ରହିବ ଏବଂ ଏଥି ସହିତ ମନରେ ଶାନ୍ତି ମଧ୍ୟ ରହିବ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ଏକ ଲମ୍ବା ଏକାକୀ ସମୟ ଯାହା ଆପଣଙ୍କୁ ବାନ୍ଧି ରଖିଥିଲା, ତାହାର ଅଂତଃ ଘଟିଛି – କାରଣ ଆପଣଙ୍କୁ ଖୁବ ଶୀଘ୍ର ଜୀବନ-ସାଥୀ ମିଳିବ| ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |

ସିଂହ : ସକରାତ୍ମକ ବିଚାରକୁ ହିଁ ନିଜ ମନକୁ ଆସିବାକୁ ଦିଅନ୍ତୁ | ଆଜି କୌଣସି ପଡୋଶୀ ଆପଣଙ୍କଠାରୁ ଉଧାର ମାଗିପାରେ | ଉଧାର ଦେବା ପୂର୍ବରୁ ତାଙ୍କର ବିଶ୍ୱସନୀୟତା ଜାଣିନେବା ଉଚିତ ନଚେତ ଧନହାନୀ ହୋଇପାରେ | ଅନ୍ୟ ଲୋକଙ୍କ ସହିତ ବ୍ୟର୍ଥରେ ଯୁକ୍ତିତର୍କ ଓ ବିବାଦକୁ ପରିହାର କରନ୍ତୁ | ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଜୀବନସାଥୀର ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି |

କନ୍ୟା : ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ,ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ଘରେ ମରାମତି କାର୍ଯ୍ୟ କିମ୍ବା ସାମାଜିକ ମେଳକ ଆପଣଙ୍କୁ ବ୍ୟସ୍ତ ରଖିବ | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି| ଏହି ରାଶିର ଛୋଟ ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ | ଠିକ ଦିଗରେ କାମ କରନ୍ତୁ ଓ ଉଦ୍ୟମ କରନ୍ତୁ ନିଶ୍ଚୟ ଭଲ ଫଳ ପ୍ରାପ୍ତି ହେବ | ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି | କିନ୍ତୁ ଏହି ସମୟରେ ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ |

ତୁଳା : ଟିକେ ବିଶ୍ରାମ କରନ୍ତୁ ଓ କାର୍ଯ୍ୟ ମଝିରେ ଯଥାଶକ୍ତି ଆରାମ କରୁଥାନ୍ତୁ | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ |

ବିଛା : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ଆଜି ନିଜ ସାଥୀ କଥା ଶୁଣିକି ମନ ଦୁଃଖ ହୋଇ ପାରେ | ନିଜ ଭାବନା କୁ ନିଯନ୍ତ୍ରଣରେ ରଖନ୍ତୁ ନହେଲେ ପରେ ପଶ୍ଚାତାପ କରିବାକୁ ପଡି ପାରେ | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ଯାତ୍ରା କରିବାର ମୌକାକୁ ହାଥ ଛଡ଼ା କରିବା ଉଚିତ ନୁହେଁ | ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ |

ଧନୁ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଯଦି ଆପଣଙ୍କର ଯାତ୍ରା କରିବାର ଅଛି , ସତର୍କତା ଅବଲମ୍ବନ କରନ୍ତୁ | ଆଜି ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ | ବିଶେଷତଃ ଆପଣଙ୍କର ପର୍ସ ର ଧ୍ୟାନ ରଖନ୍ତୁ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ | କାର୍ଯ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |

ମକର : ନିଜର ଶରୀରର ଶକ୍ତି ଓ ଉର୍ଜା ସ୍ତରରେ ବୃଦ୍ଧି ଆଣିବା ପାଇଁ ଆପଣଙ୍କୁ ପୁର୍ଣ ରୂପରେ ଆରାମର ଆବଶ୍ୟକତା ଅଛି , ନଚେତ ଶରୀରର କମଜୋରୀ ଆପଣଙ୍କ ମନରେ ନିରାସାବାଦୀତାକୁ ଜନ୍ମ ଦେଇ ପାରେ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଯେଉଁ ପ୍ରୋଜେକଟରେ ଆପଣ ବହୁତ ଦିନରୁ କାମ କରୁଥିଲେ ତାହା ଆଉ ଟିକେ ଡେରିରେ ସରିବ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ଜୀବନସାଥୀଠୁ ଅଧିକ ଆଶା ରଖିବା ଆପଣଙ୍କ ବୈବାହିକ ଜୀବନରେ ଦୁଃଖ ଆଣି ପାରେ |

କୁମ୍ଭ : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆଜି ନିଜ ପ୍ରିୟ ସହିତ କଣ୍ଡେଲ-ଲାଇଟ ଦିନର କରିବାକୁ ଯାଇ ପାରନ୍ତି | ଆପଣ ଏମିତି ଯୋଜନାକୁ କାର୍ଯ୍ୟ କରେଇବାର ସ୍ଥିତିରେ ଥିବେ, ଯାହା ବହୁତ ଲୋକଙ୍କୁ ପ୍ରଭାବିତ କରିବ | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |

ମୀନ : ମନଵୈଜ୍ଞାନିକ ଡର ଆପଣଙ୍କ ଉତ୍ତେଜିତ କରି ପାରେ | ସକରାତ୍ମକ ଚିନ୍ତା ଓ ସ୍ଥିତିର ଆଲୋକିତ ପଟକୁ ଦେଖିବା ଆପଣଙ୍କୁ ଏହା ଠୁ ରକ୍ଷା କରି ପାରିବ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ଆଜି ଆପଣଙ୍କର କେହି ନିକଟର ଲୋକ ଟିକେ ଅଲଗା ମନୋସ୍ଥିତିରେ ଥିବେ ଓ ତାଂକୁ ବୁଝେଇବା ଅସମ୍ଭବ ଲାଗି ପାରେ | ଆପଣଙ୍କ ପ୍ରିୟଙ୍କ ମନ ଭଲ ନାହିଁ, ସେଥିପାଇଁ ଭାବି-ଚିନ୍ତିକି କୌଣସି ବି କାର୍ଯ୍ୟ କରନ୍ତୁ | ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଆଜି ଯଦି ଆପଣଙ୍କ ବିଚାର ପଚରା ହୁଏ ତ ସଙ୍କୋଚ କରନ୍ତୁ ନାହିଁ , ସମସ୍ତେ ପ୍ରଶଂସା ହିଁ କରିବେ | ଆପଣଙ୍କ ଜୀବନ-ସାଥୀ ଦୈନିକ କାର୍ଯ୍ୟ କରିବାଠୁ ହାଥ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଖୀ ହେବାର ସମ୍ଭାବନା ଅଛି |