ରାଶିଫଳ ସୋମବାର : ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନଟି, ଜାଣି-ନିଅନ୍ତୁ

Horoscope Monday -19-09-2022

ମେଷ : ଆପଙ୍କ ଜୀବନସାଥିଙ୍କ ବିଶ୍ୱସ୍ତ ହୃଦୟ ଓ ସାହସୀ ଓ ଭାବ ଆପଣଙ୍କୁ ଖୁସି ଦେବ । ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି । ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ପ୍ରୋତ୍ସାହନ ପ୍ରଦାନ କରି ପାରନ୍ତି । ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ । କ୍ୟାରିୟରର ଦୃଷ୍ଟିରୁ ଆରମ୍ଭ କରି ଥିବା ଯାତ୍ରା ସଫଳ ରହିବ । କିନ୍ତୁ ଏମିତି କରିବା ପୂର୍ବରୁ ନିଜ ମାତା-ପିତାଙ୍କ ସହମତି ନହଟଇ ନିଅନ୍ତୁ । ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି । ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି ।

ବୃଷ : ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ । ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ । ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି । ପ୍ରେମ ସଦା ବେଳେ ଭାବପୂର୍ଣ୍ଣ ହୋଇ ଥାଏ ଓ ତାହା ଆଜି ଆପଣ ଅନୁଭବ କରିବେ । ନିଜର କାର୍ଯ୍ୟକୁଶଳତା ବଢେଇବା ପାଇଁ ନୂଆ କୌଶଳର ସାହାଯ୍ୟ ନିଅନ୍ତୁ । ଆପଙ୍କ ଦକ୍ଷତା ଓ କାମ କରିବାର ନୂଆ ଢଙ୍ଗ ଆପଣଙ୍କ ପ୍ରଚୀତ ଲୋକଙ୍କ ମଧ୍ୟରେ କୌତୁହଳତା ସ୍ତୃଷ୍ଟି କରିବ । ଆପଣ ନିଜକୁ ସମୟ ଦେବା ଜାଣନ୍ତି । ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି । ଆପଣ ଦୁନିଆରେ ସବୁଠୁ ଧନୀ ଅନୁଭବ କରିବେ, କାରଣ ଆପଣଙ୍କ ଜୀବନସାଥୀର ବ୍ୟବହାର ଆପଣଙ୍କୁ ଏମିତିଆ ଅନୁଭବ କରେଇବ ।

ମିଥୁନ : ଭାବି ଚିନ୍ତିକି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଗୁରୁଃଥ୍ବପୁର୍ଣ ବ୍ୟକ୍ତି ମାନେ କୌଣସି ବିଶେଷ ଯୋଜନା ଉପରେ ନିବେଶ କରିବାକୁ ଏକମତ ହେବେ । ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ । କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ । କାର୍ଯ୍ୟସ୍ଥଳରେ କାମ କଥାବାର୍ତା କରି ସଂଯମତା ରକ୍ଷା କରନ୍ତୁ ନଚେତ ଆପଣଙ୍କର ନକାରାତ୍ମକ ଛବି ଦେଖାଯାଇପାରେ । ବ୍ୟପାରୀମାନଙ୍କୁ ଆଜି ସେମାନଙ୍କ ପୁରୁଣା ନିବେଶରୁ କ୍ଷତି ସହିବାକୁ ପଡ଼ିପାରେ । ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ । ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ ।

କର୍କଟ : ମଦ ଠୁ ଦୁରେଇ ରୁହନ୍ତୁ,କାରଣ ତାହା ଯୋଗୁଁ ଆପଣଙ୍କ ନିଦରେ ବାଧା ଆସିପାରେ ଓ ଆପଣ ଗଭୀର ନିଦରୁ ବଞ୍ଚିତ ରହି ଯିବେ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ଆପଣଙ୍କୁ ଏମିତି ଯୋଜନା ଆରମ୍ଭ କରିବା ଉଚିତ,ଯାହା ପୁରା ପରିବାର ପାଇଁ ସମୃଦ୍ଧ ଆଣିବ। ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ । ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ । ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ । ହସ-ମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ବାଦ-ବିବାଦ ହୋଇ ପାରେ ।

ସିଂହ : କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ । ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ। ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ ।ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର । ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ । ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ । ସମ୍ଭବ ଅଛିକି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଆହୁରି ବଢ଼ି ପାରେ । ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହାରବି ଦୂରଗାମୀ ପରିଣାମ ହୋଇ ପାରେ ।

କନ୍ୟା : ପରିବାରର କିଛି ଲୋକଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କ ପାଇଁ ବିରକ୍ତ ହେବାର କାରଣ ହୋଇ ପାରେ । କିନ୍ତୁ ନିଜର ଶାନ୍ତି ଭଙ୍ଗ କରିବାର ଆବଶ୍ୟକତା ନାହିଁ,ନହେଲେ ସ୍ତିତି ଖରାପ ହୋଇ ପାରେ । ମନେ ରଖନ୍ତୁ, ଯାହାକୁ ସୁଧାରି ହୁଏନି, ତାକୁ ସ୍ୱୀକାର କରିବା ହିଁ ଭଲ । କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ । ପରିବାର ପାଇଁ ଭଲ ଓ ଉଚ୍ଚ ଲଖ୍ୟ ପ୍ରାପ୍ତ କରିବା ପାଇଁ ଦୃଷ୍ଟିରୁ ଭାବି-ଚିନ୍ତିକି ଟିକେ କ୍ଷତି ଉଠେଇ ହବ । ଚାଲିଯାଇଥିବା ସୁଯୋଗ କାରଣରୁ ଦରନ୍ତୁ ନାହିଁ । ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ । ଯାହା ବି ଜ୍ଞାନ ଆପଣ ଅର୍ଜନ କରିଛନ୍ତି ସେ ସବୁ ସମାସ୍କନ୍ଧ ବ୍ୟକ୍ତିଙ୍କ ସାଙ୍ଗରେ କଥା ବାର୍ତା ହେବା ସମୟରେ ସାହାଯ୍ୟ କରିବ । ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ । ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ । କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି ।

ତୁଳା : ସ୍ୱାସ୍ଥ୍ୟ ଭଲ ରହିବ । ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ । ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି । କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ । ନୂଆ କାର୍ଯ୍ୟ ଲୋଭେଇବା ଓ ଲାଭ ଦେବା ପରି ଲାଗିବ । କୌଣସି ପରିସ୍ଥିତିରେ ମଧ୍ୟ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିବା କଥା ନୁହେଁ । ପ୍ରତ୍ୟକ କ୍ଷଣକୁ ଉପଭୋଗ କରିବା ଉଚିତ କାରଣ ଥରେ ଚାଲିଯାଇଥିବା ସମୟ କେବେବି ଫେରି ଆସେନି । ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ ।

ବିଛା : ସ୍ୱାସ୍ଥ୍ୟ ଭଲ ରହିବ । ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ । ଆଜି ଆପଣଙ୍କର ବର୍ଚସ୍ୱ ରଖିବା ବିଚାର ଯୋଗୁଁ ଘର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ ଓ ସମୀକ୍ଷା ମଧ୍ୟ ହୋଇ ପାରେ । ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ । ଆପଣ ନିଜର ସହକାର୍ଯ୍ୟକର୍ତା ମାନଙ୍କ ସାଙ୍ଗରେ କାମକୁ ନେଇକି ବିବାଦରେ ରହିବେ । ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ, ନା କି କେବଳ ଅନ୍ୟ ମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବା ତା ଛଡ଼ା ଆପଣଙ୍କ ହୃଦୟ ଭିତରେ ନିଜର ଛବି ବି ସକାରାତ୍ମକ ହେବ । ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ ।

ଧନୁ : ନିଜର ଜୀବନ-ସାଥୀ ସହିତ ପାରିବାରିକ ସଂଶୟର ସମାଧାନ କରନ୍ତୁ । ଦୁହେଁ ନିଜ ନିଜକୁ ପୁଣି ଠାରେ ଭଲ ଅଭାବରେ ଜାଣିବା ପାଇଁ ଟିକେ ଅଧିକ ସମୟ ଏକ ସହିତ କଟାନ୍ତୁ ଓ ନିଜର ସ୍ନେହୀ ଯୋଡ଼ି ହବାର ଛବିକୁ ମଜବୂତ କରିବେ । ଏହା ସ୍ୱର ଆପଣଙ୍କୁ ନିଜର ଜୀବନ-ସାଥୀଙ୍କ ସହିତ ବ୍ୟବହାରରେ ସ୍ୱତନ୍ତ୍ରତା ମିଳିବ । ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ । ଆପଣଂକ ଆଚରଣ ଯୋଗୁ ଆଜି ଆପଣଂକ ସାଙ୍ଗ ସାଥୀ ବିରକ୍ତ ହୋଇ ପାରନ୍ତି। ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ । ଯାହା ବି ଆଜି ଆପଣ କରିବେ, ଆପଣ ସବୁ ବେଳେ ପ୍ରଭାବଶାଳୀ ସ୍ଥିତିରେ ରହିବେ । ଆଜି କା ଦିନ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ, କାରଣ ଏହା ଲାଗୁଛିକି ସମୟ ଆପଣଙ୍କ ପକ୍ଷରେ ରହିବ ଓ ଆପଣ ପ୍ରତି କାମରେ ସଫଳ ହେବେ । ଜୀବନ-ସାଥୀଙ୍କ ଆଡୁ ମାନସିକ-ଚାପ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ି ପାରେ।

ମକର : ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ । ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ । ଆଜି କାର୍ଯ୍ୟସ୍ଥଳରେ କିଛି ଜିନିଷର ସମାଧାନ କରିବା ପାଇଁ ନିଜର ବୁଦ୍ଧିମତ୍ତା ଓ ପ୍ରଭାବ ପ୍ରୟୋଗ କରିବାକୁ ପଡି ପାରେ । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ । ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି । ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ ।

କୁମ୍ଭ : ଆପଣଙ୍କୁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ । ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ । ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ । ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ । ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଛି । କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ । ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ । ଆପଣଙ୍କୁ ନିଜ ଜୀବନସାଥୀ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି ।

ମୀନ : କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ । ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ । ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ । କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ । ଆଜି ଆପଣ ଆପଣଙ୍କ ସହଯୋଗ ପାଇ କିଛି ଟା ବିଶେଷ ସମ୍ପର୍କ ସ୍ଥାପିତ କରି ପାରିବେ । ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ । ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ । ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣ ପଡୁଛି । ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ ।