ରାଶିଫଳ ରବିବାର : ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ସମୟ ମିଳିଯିବ

ଆପଣଙ୍କର ସଞ୍ଚିତ ଧନ ଆଜି ଆପଣଙ୍କର ବହୁତ କାମରେ ଆସିବା..

ମେଷ : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | କର ପ୍ରେମରେ ସଫଳତା ପାଇବା କଳ୍ପନାକୁ ସତରେ ପ୍ରାମାଣିତ କରିବା ପାଇଁ ସାହାଯ୍ୟ କରନ୍ତୁ | ଆପଣଙ୍କ ଚୁମ୍ବକୀୟ ଓ ବିସ୍ମୟକର ବ୍ୟକ୍ତିତ୍ୱ ଆପଣଙ୍କୁ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବନେଇ ଦେବ | ଦୈନିକ କାମ-କାର୍ଯ୍ୟ ଦୃଷ୍ଟିରୁ ବୈବାହିକ ଜୀବନରେ ଆଜି ଦିନ ସ୍ୱାଦିଷ୍ଟ ମିଠା ପରି | ଯାତ୍ରାରେ କୌଣସି ସୁନ୍ଦର ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଆପଣ ବହୁତ ଖୁସି ଅନୁଭବ କରିପାରନ୍ତି |

ବୃଷ : ପିଲାଙ୍କ ସହିତ ଖେଳିବା ବହୁତ ଉତ୍ତମ ଓ ଶାନ୍ତି ଦେଲା ପରି ଅନୁଭବ ହେବ | ଆଜି ଆପଣଙ୍କ ପାଖରେ ଧାନ ପର୍ଯ୍ୟାପ୍ତ ପରିମାଣରେ ରହିବ ଏବଂ ଏଥି ସହିତ ମନରେ ଶାନ୍ତି ମଧ୍ୟ ରହିବ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନଲାଗିବା ଆଜି ଅପାଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ | ଅତୀତରେ କରିଥିବା ନିବେଶରୁ ଆଜି ଆପଣଙ୍କର ଧାନ ବୃଦ୍ଧି ହୋଇପାରେ |

ମିଥୁନ : ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ଆପଣଙ୍କ ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ | ଆଜି ପିଲାଙ୍କ ସହିତ ସମୟ ବିତାଇ ଆପଣଙ୍କୁ କିଛି ଆରାମ ମିଳି ପାରେ |

କର୍କଟ : ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆଜି ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ | ସାଙ୍ଗ ମାନଙ୍କୁ ନିଜର ସେବା କରିବା ସ୍ୱଭାବର ଲାଭ ଉଠେଇବାକୁ ଦିଅନ୍ତୁ ନାହିଁ | ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ଜୀବନସାଥୀର ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି | ଆପଣଙ୍କ ଗୁନାହିଁ ଆଜି ଆପଣଙ୍କୁ ଅନ୍ୟମାନଙ୍କର ପ୍ରସଂଶା ର ପାତ୍ର କରିବ |

ସିଂହ : ରକ୍ତଚାପର ରୋଗୀଙ୍କୁ ବିଶେଷ କରିକି ନିଜର ଧ୍ୟାନ ରଖିବା ଆବଶ୍ୟକ ଓ ଠିକ ସମୟରେ ଓଷଧ କହିବା ଉଚିତ | ତା ସହିତ ତାଙ୍କୁ କୋଲେଷ୍ଟ୍ରୋଲକୁ ନିଅନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ | ଏହା କରିବା ବହୁତ ଲାଭକାରୀ ପ୍ରମାଣିତ ହେବ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ | ଅପନେ ପ୍ରିୟକୁ ମାନେ ପକେଇବା ଭଲ ରହିବ, କାରଣ ଗ୍ରହ-ନକ୍ଷେତ୍ର କହୁଛନ୍ତିକି ଆଜି ଆପଣଙ୍କ ଦେଖା କରିବାରେ କିଛି ବାଧା ଆସି ପାରେ |

କନ୍ୟା : ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ | ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ | ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ | ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ | ପାରିବାରିକ ଦାଇତ୍ଵକୁ ଅଦେଖା କଲେ ସମସ୍ତଂକର କ୍ରୋଧର କେନ୍ଦ୍ର ବାଣୀ ପାରିବେ | ଆପଣଙ୍କ ଆକର୍ଷକ ଛବି ମନଇଚ୍ଛା ପରିଣାମ ଦେବ | ପରଉପକାର ଓ ସାମାଜିକ କାର୍ଯ୍ୟ ଆଜି ଆପଣଙ୍କୁ ଆକର୍ଷିତ କରିବ | ଯଦି ଆପଣ ଏମିତି ହିଁ ଉତ୍ତମ କାର୍ଯ୍ୟରେ ସମୟ ଦେବେ,ତାହେଲେ ଅତି ସକାରାତ୍ମକ ପରିବର୍ତନ ଆଣି ପାରନ୍ତି | ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ | ବ୍ୟକ୍ତି ଟଙ୍କା ପାଇଁ ସ୍ଵାଥ୍ୟ ଖରାପ କରେ, ପୁଣି ସ୍ୱାସ୍ଥ୍ୟ ପାଇଁ ଟଙ୍କା- ସ୍ୱାସ୍ଥ୍ୟ ଆମ ପାଇଁ ଅମୁଲ୍ୟ,ସେଥିପାଇଁ ଆଳସ୍ୟ ତ୍ୟାଗିକି ନିଜର ଶାରୀରିକ ଉର୍ଜାରେ ବୃଦ୍ଧି କରିବା ଲାଭକାରୀ ରହିବ |

ତୁଳା : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଆପଙ୍କ ମନେ ରଖିବା କଥାକି ଭଗବାନ ବି ସେମାନଙ୍କର ସାହାଯ୍ୟ କରନ୍ତି ଯେଉଁ ମାନେ, ଆଗେ ନିଜର ସାହାଯ୍ୟ କରନ୍ତି | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ | ସ୍ୱାସ୍ଥ୍ୟ ବର୍ଦ୍ଧନ ପାଇଁ ଆପଣ କୌଣସି ପାର୍କ ବା ଜିମ ଯାଇ ପାରନ୍ତି |

ବିଛା : ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଆପଣଙ୍କ ଜୀବନସାଥୀ ଆପଣଙ୍କ ଠୁ ନିରାଶ ହୋଇ ପାରନ୍ତି, କାରଣ ଆପଣ ତାଙ୍କୁ କୌଣସି ମହତ୍ଵପୁର୍ଣ କଥା ଜଣେଇବାକୁ ଭୁଲି ଯାଇଛନ୍ତି | ଆଜି ଆପଣ ଶାନ୍ତ ରହିବେ ଏବଂ ଅନ୍ୟ ମାନଙ୍କ ସହିତ କଥା ମଧ୍ୟ ହେବେ |

ଧନୁ : ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ | ଆପଣଙ୍କୁ ଆପଣଙ୍କ ପ୍ରେମୀ କିମ୍ବା ପ୍ରେମିକାଙ୍କ ଠୁ ଧୋକା ମିଳି ପାରେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ସେହି ରୂପ ଦେଖିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ଭଲ ନୁହେ | ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ |

ମକର : ମାନସିକ ଚାପ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ପ୍ରେମ ଜୀବନରେ କିଛି ବାଧା ଆସିପାରେ ଓ ଆପଣଙ୍କ ଦାମିକା ଉପହାର ବି ଆଜି ଯାଦୁ କରିବାରେ ବିଫଳ ହେବ | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁକୁ ଦେଖି ଆପଣ ଭାବ ବିହ୍ଵଳ ହୋଇପାରନ୍ତି ଏବଂ ପୁରା ଦିନ ତାକୁ ସଫା କରିବାରେ ଲାଗିପାରନ୍ତି | ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ | ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ |

କୁମ୍ଭ : ମାନସିକ ଚାପ ଓ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରାଇ ପାରନ୍ତି | ଶାନ୍ତି ଓ ଆରାମ ପାଇବା ପାଇଁ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ସମୟ ବ୍ୟତୀତ କରନ୍ତୁ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥା ସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ | ଚାଷ କରିବା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ- ଏହା ଦ୍ୱାରା ପରିବେଶକୁ ବି ଲାଭ ମିଳିବ |

ମୀନ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଏହି ରାଶିର ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଧନପ୍ରାପ୍ତି ହେବ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି | ଅଜାଣତରେ କୌଣସି କଥା ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ମନଦୁଃଖ କରିପାରେ | ପରେ ସେହି କଥା ଭାବି ଆପଣ ପୁରା ଦିଅଁ ମନସ୍ତାପରେ ରହିବେ | ଲାଗୁଚି କି ଆପଣଙ୍କ ଜୀବନସାଥୀ ଆଜି ବହୁତ ଖୁସି ଅଛନ୍ତି | ଆପଣଙ୍କୁ କେବଳ ବୈବାହିକ ଜୀବନ ଠୁ ଜଡ଼ିତ ତାଙ୍କର ଯୋଜନାରେ ତାଙ୍କର ସାହାଯ୍ୟ କରିବାର ଆବଶ୍ୟକତା ଅଛି | ନିଜ ସାମର୍ଥ୍ୟରୁ ଅଧିକ କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ |