ରାଶିଫଳ ଗୁରୁବାର ଏହି ରାଶିରେ ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ୱପ୍ନ ଦେବ

Horoscope Thursday 05-05-2022 ଏହି ରାଶିରେ ହଠାତ…

ମେଷ ରାଶି ଭବିଷ୍ୟ ଗୁରୁବାର ୫ ମଇ ୨୦୨୨ ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ | ନିଜର ଖାଲି ସମୟର ସଦୁପଯୋଗ କରି ଶିଖନ୍ତୁ, ନହେଲେ ଜୀବନରେ ପଛରେ ପଡିଯିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |

ବୃଷ: ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଆଜି ଆପଣଙ୍କର ଭାଇ ଭଉଣୀଙ୍କ ଭିତରୁ କେହି ଆର୍ଥିକ ସାହାଯ୍ୟ ମାଗିପାରନ୍ତି | ସେମାନଙ୍କୁ ସାହାଯ୍ୟ କରି ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜିପାରେ କିନ୍ତୁ ଏହି ସ୍ଥିତି ବହୁତ ଶୀଘ୍ର ସୁଧୁରି ଯିବ | ଜୀବନ-ସାଥୀ ଓ ପିଲା ମାନଙ୍କର ଅପରିମିତ ସ୍ନେହ ଓ ସହଯୋଗ ମିଳିବ | ପ୍ରେମ ଏକ ଝରଣା,ଫୁଲ,ଆଲୋକ ଓ ପ୍ରଜାପତି ପରି | ଆଜି ଆପଣଙ୍କ ପ୍ରେମରେ ଭରା ରୂପ ସାମନାକୁ ଆସିବା | ଯେଉଁ ମାନେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତାଙ୍କୁ ମୁଣ୍ଡ ତଣ୍ଡା ରଖିବା ଆବଶ୍ୟକ | ପରୀକ୍ଷାର ଅଧୀରତାକୁ ନିଜ ଉପରେ ପ୍ରଭାବ ହବାକୁ ଦିଅନ୍ତୁ ନାହିଁ | ଆପଣଙ୍କ ପ୍ରୟାସ ସକରାତ୍ମକ ପ୍ରଭାବ ନିହାତି ଦେବ | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ |

ମିଥୁନ: ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ଘର ଲୋକଙ୍କ ସହିତ ମିଶିକି କିଛି ଅଲଗା ଓ ରସମୟ କରନ୍ତୁ | ଆଜି ନିଜ ସାଥୀ କଥା ଶୁଣିକି ମନ ଦୁଃଖ ହୋଇ ପାରେ | ନିଜ ଭାବନା କୁ ନିଯନ୍ତ୍ରଣରେ ରଖନ୍ତୁ ନହେଲେ ପରେ ପଶ୍ଚାତାପ କରିବାକୁ ପଡି ପାରେ | ଏହି ସମୟ ବିଦେଶରେ ବ୍ୟବସାୟ କରିବା ପାଇଁ ଉତମ ରହିବ| ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି | ଦରକାର ସମୟରେ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ପରିବାର ଜହରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ |

କର୍କଟ: କାର୍ଯ୍ୟରେ ଆପଣଙ୍କ ଗତି ଲମ୍ବା ସମୟରୁ ଚାଲୁ ଆସୁଥିବା ସମସ୍ୟାର ସମାଧାନ କରି ଦେବ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଲୋକଙ୍କ ସହିତ ଠିକ ଭାବରେ ପ୍ରସ୍ତୁତ ହୁଅନ୍ତୁ, ବିଶେଷ କରିକି ଯେଉଁ ମାନେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି | କେବଳ ସ୍ପଷ୍ଟ ବୁଝାମଣା ମାଧ୍ୟମରୁ ଆପଣଙ ଆପଣଙ୍କ ଜୀବନ-ସାଥୀଙ୍କୁ ଭାବନାତ୍ମକ ଭାବରେ ସାହାଯ୍ୟ ଦେଇ ପାରିବେ | ସର୍ଜନାତ୍ମକ କାର୍ଯ୍ୟ ଠୁ ଜଡିତ ଲୋକଙ୍କ ପାଇଁ ଉତ୍ତମ ଦିନ ଅଛି, କାରଣ ସେମାନଙ୍କୁ ମାନ୍ୟତା ଓ ପ୍ରତିଷ୍ଠା ମିଳିବ ଯାହାର ଲମ୍ବା ସମୟରୁ ତାଙ୍କୁ ଅପେକ୍ଷା ଅଛି | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ |

ସିଂହ: ଆଜି ଆପଣଙ୍କ ଶରୀର ଭଲ ରହିବ | ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ଆଜି ଆପଣ ଜଣେ ବ୍ୟକ୍ତିଙ୍କ ହୃଦୟ ଭାଙ୍ଗିବେଠୁ ରକ୍ଷା କରି ପାରନ୍ତି | ଆପଣଙ୍କୁ ଆଜି ଆପଣଙ୍କ କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ |

କନ୍ୟା: ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ | ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ | ବ୍ୟପାରୀମାନେ ତାଙ୍କର ବାଣିଜ୍ୟର ଗୋପନୀୟ ତଥ୍ୟ ବା ଯୋଜନା କାହାରି ଆଗରେ ପ୍ରକାଶ କରିବା କଥା ନୁହେଁ | ଏପରି କଲେ ଆଗକୁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ଅତ୍ୟଧିକ ଖର୍ଚ୍ଚହେବାକାରଣରୁ ଜୀବନ-ସାଥୀ ସହିତ ଯୁକ୍ତି-ତର୍କ ହୋଇ ପାରେ |

ତୁଳା: ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ | ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ଆଜି ଏହି ସୁନ୍ଦର ଦିନରେ ପ୍ରେମ ସମ୍ବନ୍ଧରେ ଆସୁଥିବା ପ୍ରତେକଟି ଅଭିଯୋଗ ସମାପ୍ତ ହେବ | ନିର୍ମାଣ ଓ ନବୀନୀକରଣ କାମ କରିବାକୁ ଆଜିର ସମୟ ଉତ୍ତମ ଅଟେ | ଆପଣଙ୍କ ହସେୟିବାର କଲା ଆପଣଙ୍କର ସବୁଠୁ ମୂଲ୍ୟବାନ ସମ୍ପତି ବୋଲି ପ୍ରମାଣ କରିବ | ବିବାହ ଗୋଟେ ଦୈବିକ ଆଶୀର୍ବାଦ ଓ ଆଜି ଆପଣ ଏହା ଅନୁଭବ କରିବେ |

ବିଛା: ଆଜି ନିଜର ଶରୀରକୁ ଧ୍ୟାନ ଦେବା ଅତି ଆବଶ୍ୟକ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ସାଙ୍ଗ ଓ ଜୀବନସାଥୀ ଆରାମ ଓ ଖୁସି ଦେବେ, ନଚେତ ବାକି ଦିନଯାକ ନିରାଶ ହୋଇ ବିତିବ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଆଜି ନିଜର ଗୁପ୍ତ ଗୁଣର ସହଯୋଗ ନେଇ ଦିନଟିକୁ ସୁନ୍ଦର ଭାବରେ କାଟିବେ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି |

ଧନୁ: ଆଧ୍ୟାତ୍ମିକତାର ସାହାଯ୍ୟ ନେବା ପାଇଁ ଉଚ୍ଛିତ ସମୟ ଚାଲିଛି, କାରଣ ମାନସିକ ଚାପକୁ ଦୂର କରବା ପାଇଁ ସବୁଠୁ ଉତ୍ତମ ସମାଧାନ ସେଇଆ ହିଁ | ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ବଳକୁ ବଢେଇବା ପାଇଁ ଉତ୍ତମ ରହିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ହେବ ଓ ଆପଣଙ୍କ ଉପରେ ପ୍ରେମର ବର୍ଷା କରିବେ | ଆଜି ନିଜ ସାଥୀକୁ ନିଜ ଅବସ୍ଥା ଜଣାଇବାରେ ଅସୁବିଧା ଅନୁଭବ କରିବେ | ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ |

ମକର: ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା | କାମ-କାର୍ଯ୍ୟଠୁ ଜଡିତ କଥାରେ ସାଙ୍ଗ ମାନଙ୍କର ବିଶେଷ ସହଯୋଗ ଲାଭକାରୀ ରହିବ | ଆଜି ନିଜ ହିସାବରେ କିଛି ବି କାମ ହେବ ନାହିଁ କିନ୍ତୁ ତାହା ଯୋଗୁଁ ମନଦୁଃଖ କରନ୍ତୁ ନାହିଁ | ଆଜ ଆପଣ ଅନୁଭବ କରିବେ କି ଗୋଟେ ଉତ୍ତମ ଜୀବନ-ସାଥୀ ପାଇବାର କଣ-କଣ ଲାଭ ଅଛି |

କୁମ୍ଭ: ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଆପଣଙ୍କୁ ଏମିତି ଅନୁଭବ ହୋଇ ପାରେକି ଆପଣଙ୍କ ସୃଜନଶୀଳତା କୌଣସି ଜାଗାରେ ହଜି ଯାଇଛି ତେଣୁ ଆପଣଙ୍କୁ ନିଷ୍ପତି ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ପାରେ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ |

ମୀନ: ଆଜି ନିଜ କାର୍ଯ୍ୟାଳୟରୁ ଶୀଘ୍ର ବାହାରି ନିଜର ମନୋରଞ୍ଜନ ଉପରେ ଟିକେ ଧ୍ୟାନ ଦିଅନ୍ତୁ | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ହେବ ପରି ଦେଖା ଯାଉଛି | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |