ରାଶିଫଳ ଗୁରୁବାର : ନୂଆ ଯୋଜନାର ରୂପ ରେଖ ଉପରେ ଗୁରୁତ୍ୱ ଦେବେ

Horoscope Thursday-01-12-2022

ମେଷ : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ | କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ହେବ ପରି ଦେଖା ଯାଉଛି | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ |

ବୃଷ : ପରିବାରର କିଛି ଲୋକଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କ ପାଇଁ ବିରକ୍ତ ହେବାର କାରଣ ହୋଇ ପାରେ | କିନ୍ତୁ ନିଜର ଶାନ୍ତି ଭଙ୍ଗ କରିବାର ଆବଶ୍ୟକତା ନାହିଁ,ନହେଲେ ସ୍ତିତି ଖରାପ ହୋଇ ପାରେ | ମନେ ରଖନ୍ତୁ, ଯାହାକୁ ସୁଧାରି ହୁଏନି, ତାକୁ ସ୍ୱୀକାର କରିବା ହିଁ ଭଲ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ଆଜି ନିଜ ପ୍ରିୟକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ | ସହକର୍ମୀ ମାନେ କାର୍ଯ୍ୟକ୍ଷେତ୍ରରେ ସହଯୋଗ ଦେବେ | ଗୃହିଣୀମାନେ ଆଜି ସେମାନଙ୍କ ବଳକା ସମୟରେ ଟେଲିଭିଜନ ରେ ଫିଲ୍ମ ଦେଖି ବା ମୋବାଇଲ ରେ କଥାହୋଇ ସମୟ ଅତିବାହିତ କରିବେ |

ମିଥୁନ : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆଜି ପ୍ରେମ ଭାବନାରେ ଭରି ଉଠିବେ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଆଜି ଆପଣଙ୍କର ସମୟ ଅନାବଶ୍ୟକ ଏବଂ କୌଣସି ମହତ୍ୱ ନଥିବା କାମରେ କଟିପାରେ | ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବାକୁ ଚାହୁଁଛନ୍ତି,ତାଙ୍କୁ ସାହାଯ୍ୟ କରନ୍ତୁ |

କର୍କଟ : ଆପଣଙ୍କୁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ଆପଣ ନିଜର ସହକାର୍ଯ୍ୟକର୍ତା ମାନଙ୍କ ସାଙ୍ଗରେ କାମକୁ ନେଇକି ବିବାଦରେ ରହିବେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |

ସିଂହ : କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସଞ୍ଚିତ ନାହିଁ, ତେବେ ଘରର କୌଣସି ବଡ଼ଙ୍କ ଠାରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ଘରର ଛୋଟ ସଦସ୍ୟ ମାନଙ୍କ ସହିତ ମଧ୍ୟ ସମୟ କାଟିବା ନିହାତି ଦରକାର |ଏହା ନ କରିବା ଦ୍ୱାରା ଘରେ ସଦ୍ଭାବ ରଖିବାରେ ଆପଣ ସଫଳ ହୋଇପାରିବେନି | ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ |

କନ୍ୟା : ଆଜି ଆପଣଙ୍କ ଶରୀର ଭଲ ରହିବ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ |

ତୁଳା : ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ | ଯାହା ବି ଜ୍ଞାନ ଆପଣ ଅର୍ଜନ କରିଛନ୍ତି ସେ ସବୁ ସମାସ୍କନ୍ଧ ବ୍ୟକ୍ତିଙ୍କ ସାଙ୍ଗରେ କଥା ବାର୍ତା ହେବା ସମୟରେ ସାହାଯ୍ୟ କରିବ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | କୌଣସି ପଡ଼ୋଶୀ, ସାଙ୍ଗ କିମ୍ବା ବନ୍ଧୁ-ବାନ୍ଧବ କାରଣରୁ ବୈବାହିକ ଜୀବନରେ ବିବାଦ ହୋଇ ପାରେ |

ବିଛା : ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ | ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି,ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପ୍ପ୍ଳାଭର୍ଡ ଦେଇ ପାରେ | ସେଇ ସହକର୍ମୀ ମାନଙ୍କର ବିଶେଷ ଧ୍ୟାନ ରକଃନ୍ତୁ,ଯେଉଁ ମାନେ ଆସ ଅନୁସାରେ ଜିନିଷ ନ ମିଳିବ କାରଣରୁ ଜଲ୍ଦି ମନ ଦୁଃଖ କରନ୍ତି | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ |

ଧନୁ : ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକମ ସହିତ ପୁଣି ଠାରେ ଜଡିତ ହେବ ପାଇଁ ଆଜି ଶୁଭ ଦିନ ଅଟେ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ଯାହାକୁ ଆପଣ ପସଂଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇ ପାରେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଖରାପ ସଂଗରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ |

ମକର : ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ଆପଣଙ୍କ ପରିବାର ଲୋକେ କୌଣସି ଛୋଟ କଥାକୁ ନେଇକି ବିବାଦ ସୃଷ୍ଟି କରି ପାରନ୍ତି | ପ୍ରେମ ଆପଣଙ୍କୁ ଏକ ନୂତନ ଦୁନିଆରେ ପ୍ରବେଶ କରେଇ ପାରେ | ତାହା ସଂଗେ ସଂଗେ ଆଜି ଆପଣ ପ୍ରେମସୂଚକ ଯାତ୍ରାରେ ବି ଯାଇ ପାରନ୍ତି | ନିଜର କୌଣସି ନିକଟସ୍ଥ ବ୍ୟକ୍ତିଙ୍କ ଭୁଲ ପରାମର୍ଶ ଯୋଗୁଁ ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ତେଣୁ ସତର୍କତା ଅବଲମ୍ବନ କରନ୍ତୁ | ଆଜି କା ଦିନ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ, କାରଣ ଏହା ଲାଗୁଛିକି ସମୟ ଆପଣଙ୍କ ପକ୍ଷରେ ରହିବ ଓ ଆପଣ ପ୍ରତି କାମରେ ସଫଳ ହେବେ | ସଖାଳେ ଜୀବନସାଥୀ ଠୁ ଆପଣଙ୍କୁ ଏମିତି କିଛି ମିଳି ପାରେ, ଯାହା କାରଣରୁ ଦିନ ଯାକ ଆପଣ ଖୁସି ରହିବେ |

କୁମ୍ଭ : ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ | ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | ଅନ୍ୟ ମାନଂକର ହସ୍ତକ୍ଷେପ ଯୋଗୁଁ ବିବାହରେ ବିପଦ ଆସି ପାରେ |

ମୀନ : ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ଯଦି ଆପଣ ବହୁତ ଦିନରୁ କାମ-କାର୍ଯ୍ୟରେ ଅସୁବିଧା ଅନୁଭବ କରୁଛନ୍ତି, ତାହେଲେ ଆଜି କା ଦିନରେ ଆପଣଙ୍କୁ ଆରାମ ମିଳିବ | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି |