ରାଶିଫଳ ମଙ୍ଗଳବାର : ଆଜିର ସୂଯ୍ୟ ପରାଗ କେଉଁ କେଉଁ ରାଶିରେ କ’ଣ ପ୍ରଭାବ ରହିବ ଜାଣନ୍ତୁ

Horoscope Tuesday 25-10-2022

ମେଷ ରାଶି: ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ |
ଶୁଭ ସଂଖ୍ୟା :- ୨
ଶୁଭ ରଙ୍ଗ :- ରୂପେଲି ଏବଂ ଧଳା

ବୃଷ ରାଶି: ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ସାଙ୍ଗ ଓ ଜୀବନସାଥୀ ଆରାମ ଓ ଖୁସି ଦେବେ, ନଚେତ ବାକି ଦିନଯାକ ନିରାଶ ହୋଇ ବିତିବ | ଆପଣଙ୍କ ପ୍ରେମିକ ଆପଣଙ୍କଠାରୁ କିଛି ଆଶା କରିପାରନ୍ତି ଯାହା ତାଙ୍କୁ ଆପଣଙ୍କଠାରୁ ନମିଳିବାରୁ ସେ ନିରାଶ ତଥା ଦୁଃଖୀ ହୋଇପାରନ୍ତି | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଆଜି ବୁଦ୍ଧିର ପରୀକ୍ଷା କରିବାକୁ ପଡ଼ି ପାରେ | ଆପଣଙ୍କ ଭିତରୁ କିଛି ଲୋକ ଶତରଂଜ ଖେଳ କିମ୍ବା ଶବ୍ଦ ଖୋଜ ଖେଳ ଖେଳି ପାରନ୍ତି ଓ କିଛି ଲୋକ ଗଳ୍ପ,ପଦ ଲେଖି ପାରନ୍ତି କିମ୍ବା ଭବିଷ୍ୟତର ଯୋଜନା କରି ପାରନ୍ତି | ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ |
ଶୁଭ ସଂଖ୍ୟା :- 1
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

ମିଥୁନ ରାଶି: ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ | ଭୁଲ ବୁଝା-ମନା କିମ୍ବା କୌଣସି ଭୁଲ ସନ୍ଦେଶ କାରଣରୁ ଆପଣଙ୍କ ଦିନ ଆଜି ନିରାଶଜନକ ହୋଇ ପାରେ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି |
ଶୁଭ ସଂଖ୍ୟା :- ୮
ଶୁଭ ରଙ୍ଗ :- କଳା ଏବଂ ନୀଳ

କର୍କଟ ରାଶି: ଅତ୍ୟଧିକ ଖର୍ଚ୍ଚହେବାକାରଣରୁ ଜୀବନ-ସାଥୀ ସହିତ ଯୁକ୍ତି-ତର୍କ ହୋଇ ପାରେ | ରକ୍ତଚାପର ରୋଗୀଙ୍କୁ ବିଶେଷ କରିକି ନିଜର ଧ୍ୟାନ ରଖିବା ଆବଶ୍ୟକ ଓ ଠିକ ସମୟରେ ଓଷଧ କହିବା ଉଚିତ | ତା ସହିତ ତାଙ୍କୁ କୋଲେଷ୍ଟ୍ରୋଲକୁ ନିଅନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ | ଏହା କରିବା ବହୁତ ଲାଭକାରୀ ପ୍ରମାଣିତ ହେବ | ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | ପ୍ରେମ କରିବାକୁ ଆଜି କିଛି ସୁଯୋଗ ମିଳିବ ନାହିଁ | କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ହେବ ପରି ଦେଖା ଯାଉଛି | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ |
ଶୁଭ ସଂଖ୍ୟା :- 3
ଶୁଭ ରଙ୍ଗ :- କେଶରୀ ଏବଂ ହଳଦିଆ

ସିଂହ ରାଶି: ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଏମିତି ଲୋକଙ୍କଠୁ ଦୂରେଇକି ରୁହନ୍ତୁ ଯାହାଙ୍କର ଖରାପ ଅଭ୍ୟାସ ଆପଙ୍କ ଉପରେ ଦୁଃଷ୍ପ୍ରଭାଵ ପଡି ପାରେ | ପ୍ରେମର ଯାତ୍ରା ମନୋହର, କିନ୍ତୁ ଛୋଟ ରହିବ | କାର୍ଯ୍ୟଭାର ଅଧିକ ସତ୍ତ୍ୱେ ଆଜି ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟ ଠିକ ସମୟରେ ସାରିପାରିବେ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ | ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ |
ଶୁଭ ସଂଖ୍ୟା :- ୧
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି,ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ |
ଶୁଭ ସଂଖ୍ୟା :- ୮
ଶୁଭ ରଙ୍ଗ :- କଳା ଏବଂ ନୀଳ

ତୁଳା ରାଶି: ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ | କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ | କିନ୍ତୁ ଆପଣଙ୍କୁ ତାକୁ ସୁଧାରିବା ପାଇଁ ବିସ୍ଲେସଣର ଆବଶ୍ୟକତା ଅଛି | ଆପଣଙ୍କ କାରଣରୁ ଯେମିତି କାହାକୁ କ୍ଷେତି ନ ହୋଉ, ତାଙ୍କଠୁ କ୍ଷମା ମାଗିବା ଆବଶ୍ୟକ | ମାନେ ରଖ୍ନ୍ତୁକି କେହି ଯଦି ଭୁଲ କରେ ତ, ସିଏ ଅଟେ ମୂର୍ଖ ନୁହେଁକି ବାରମ୍ବାର ଭୁଲ କରିବ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ, ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା ର ସାମନା କରିବାକୁ ପଡ଼ି ପାରେ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ |
ଶୁଭ ସଂଖ୍ୟା :- ୨
ଶୁଭ ରଙ୍ଗ :- ରୂପେଲି ଏବଂ ଧଳା

ବିଛା ରାଶି: କୌଣସି ଯୋଜନା କରିବା ଆଗରୁ ନିଜର ଜୀବନସାଥିଙ୍କୁ ପଚାରି ନିଅନ୍ତୁ, ନଚେତ ତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ି ପାରେ | ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବା ଓ ମଦ ପାନଠୁ ଦୁରେଇ ରୁହନ୍ତୁ | ଯେଉଁମାନେ ଦୁଗ୍ଧ ଆଦି ଉଦ୍ୟୋଗ ସହିତ ଜଡିତ ସେମାନଙ୍କୁ ଆଜି ଅତ୍ୟନ୍ତ ଲାଭ ମିଳିବାର ସମ୍ଭାବନା ଅଛି | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ | ଯଦି ଆପଣ ନିଜ ପ୍ରିୟାକୁ ପର୍ଯ୍ୟାପ୍ତ ସମୟ ଦେବେ ନାହିଁ, ତାହେଲେ ସିଏ ଆପଣଙ୍କ ଠୁ ରୁଷ୍ଟ ହୋଇ ପାରନ୍ତି | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ |
ଶୁଭ ସଂଖ୍ୟା :- ୪
ଶୁଭ ରଙ୍ଗ :- ବାଦାମୀ ଏବଂ ଧୂସର

ଧନୁ ରାଶି: ମନେ ରଖନ୍ତୁ ଘରେ କେହି ଆପଣଙ୍କୁ ଅପେକ୍ଷା କରିଛନ୍ତି ଯେ ଆପଣଙ୍କ ଉପସ୍ଥିତି ଚାହାନ୍ତି | ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ପ୍ରେମର ଦୃଷ୍ଟିରୁ ଏହା ଉତ୍ତମ ଦିନ ଅଟେ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଆଜି ଆପଣଙ୍କୁ ଆପଣଙ୍କ କାମ ଠିକ ସମୟରେ ସାରିବା ଆବଶ୍ୟକ |
ଶୁଭ ସଂଖ୍ୟା :- ୧
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

ମକର ରାଶି: ଆଜି ଆପଣଙ୍କର ମାତା ବା ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ | ଘରେ କିଛି ପରିବର୍ତନ ଯୋଗୁଁ ଆପଣ ଆବେଗପ୍ରବଣ ହୋଇ ପାରନ୍ତି, କିନ୍ତୁ ଆପଣ ନିଜ ଭାବନାକୁ ସେମାନଂକ ସାମନାରେ ପ୍ରସ୍ତୁତ କରିବା ପାଇଁ ସଫଳ ହେବେ, ଯେଉଁ ମାନେ ଆପଣଙ୍କ ପାଇଁ ବିଶେଷ ଅଟନ୍ତି | ଆଜି ଆପଣ ପ୍ରିୟ ସହିତ ସମୟ କାଟିବା ଓ ଉପହାର ପାଇବାର ଆଶା କରି ପାରନ୍ତି | ଯେଉଁ ପ୍ରୋଜେକଟରେ ଆପଣ ବହୁତ ଦିନରୁ କାମ କରୁଥିଲେ ତାହା ଆଉ ଟିକେ ଡେରିରେ ସରିବ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ବିପଦ ସମୟରେ ଆପଣଙ୍କ ଜୀବନ ସାଥୀର ସହଯୋଗ ନ ପାଇବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ|
ଶୁଭ ସଂଖ୍ୟା :- ୧
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

କୁମ୍ଭ ରାଶି: ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ | ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ରଚନାତ୍ମକ କାମ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆଜି ହୁଏତ ଆପଣ ଭପାରନ୍ତି ଯେ ରଚନାତ୍ମକ କାମଠାରୁ ଚାକିରୀ କରିବା ଭଲ | ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି |
ଶୁଭ ସଂଖ୍ୟା :- ୭
ଶୁଭ ରଙ୍ଗ :- ଦୁଧିଆ ରଙ୍ଗ ଏବଂ ଧଳା

ମୀନ ରାଶି: ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ,ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | କୌଣସି ପଡ଼ୋଶୀ, ସାଙ୍ଗ କିମ୍ବା ବନ୍ଧୁ-ବାନ୍ଧବ କାରଣରୁ ବୈବାହିକ ଜୀବନରେ ବିବାଦ ହୋଇ ପାରେ | ଆଜି ଆପଣ ଉର୍ଜାରେ ଭାରି ରହିବେ ଓ କିଛି ଅସାଧାରଣ କରିବେ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ | ବ୍ୟବସାୟୀ ଭାଗିଦାର ସହଯୋଗ କରିବେ ଓ ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରି ପାରିବେ |
ଶୁଭ ସଂଖ୍ୟା :- ୫
ଶୁଭ ରଙ୍ଗ :- ସବୁଜ ଏବଂ ଫିରୋଜା ରଙ୍ଗ / ସାଗର ନୀଳ ରଙ୍ଗ

To get your horoscope daily on your smartphone now – shaksinews.com