ରାଶିଫଳ ବୁଧବାର : ଏହି ଚାରୋଟି ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଜ୍ୱଳ ହେବ

Horoscope Wednesday-07-12-2022

ମେଷ : ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ , ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି | ଆଜି ନିଜ କାମ ପାଇଁ ପପ୍ରଶଂସା ପାଯି ପାରନ୍ତି | ଆଜି ଆପଣଙ୍କର ନିକତତ୍ତ୍ୱର ହେବାପାଇଁ ଅନ୍ୟମାନେ ଚେଷ୍ଟା କରିପାରନ୍ତି | କିନ୍ତୁ ଆପଣ ଟିକେ ଶାନ୍ତ ହୋଇ ଏକାକୀ ରହିବାକୁ ବେଶୀ ପସନ୍ଦ କରିବେ | ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ |

ବୃଷ : ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ନିଜ ପ୍ରିୟାର ଅନୁପସ୍ଥିଥିରେ ଆପଣ ନିଜକୁ ପୁର୍ଣ ରୂପରେ ଖାଲି ଅନୁଭବ କରିବେ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | ଚନ୍ଦ୍ରମାଙ୍କର ସ୍ଥିତି କହୁଛି ଆଜି ନିଜପାଇଁ ଆପଣଙ୍କ ହାତରେ ବହୁତ ସମୟ ରହିବ କିନ୍ତୁ ଆପଣ ତାର ଉପଯୋଗ କରିପାରିବେ ନାହିଁ | ଜୀବନ-ସାଥୀକୁ ନେଇକି ଆପଣଙ୍କର କୌଣସି ଯୋଜନା କିମ୍ବା କାର୍ଯ୍ୟ ଖରାପ ହୋଇ ପାରେ; କିନ୍ତୁ ଧର୍ଯ୍ୟ ରଖନ୍ତୁ |

ମିଥୁନ : ଯଦି ଆପଣ ବହୁତ ଦିନରୁ ଆରାମ କରି ନାହାନ୍ତି ତାହେଲେ ଆଜି ଟିକେ ଦୁର୍ବଳ ଅନୁଭବ କରିବେ ତେଣୁ, ଆରାମ କରିବା ଅତି ଜରୁରି | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ |

କର୍କଟ : ବେଶୀ କୋଲେଷ୍ଟ୍ରୋଲ ଥିବା ଖାଦ୍ୟ ପଦାର୍ଥକୁ ବର୍ଜନ କରନ୍ତୁ | ଆଜି ଆପଣଙ୍କର ଜୀବନସାଥିଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ , କିନ୍ତୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ସଞ୍ଚିତ ଅର୍ଥ ଏଥିପାଇଁ ପର୍ଯ୍ୟାପ୍ତ ହେବ | ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କଟିବ ତାହା ସହ ଯାତ୍ରା କରିବାର ଯୋଜନା ବି କରି ପାରନ୍ତି | କୌଣସି କୌତୁହଳଜନକ ବ୍ୟକ୍ତିଂକୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ |

ସିଂହ : ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଆଜି ଆପଣଙ୍କୁ ସତ୍ୟତାର ସାମନା କରିବାକୁ ପଡ଼ିବ ଓ ତାହା ଯୋଗୁଁ ଆପଣ ନିଜ ପ୍ରିୟକୁ ଭୁଲି ଯିବାକୁ ନିଷ୍ପତି ନେବେ | ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି – ସବୁ ଥିରେ ଆପଣଙ୍କର ହିଁ ଚାଲିବ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ |

କନ୍ୟା : ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ | କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ | ଆପଣଙ୍କ ଅତି ପ୍ରିୟ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆସନ୍ତି ସ୍ତୃଷ୍ଟି କରି ପାରନ୍ତି | ଆଜି ଆପଣଙ୍କ ପ୍ରିୟ ଆପଣଙ୍କଠୁ କଥା ଦେବାକୁ ଦାବି କରି ପାରନ୍ତି- କିନ୍ତୁ ଏମିତି କୌଣସି କଥା ନ ଦିୟନ୍ତୁ ଯାହା ଆପଣ ପୁରା ନ କରି ପାରନ୍ତି | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ |

ତୁଳା : ପ୍ରେମ,ଆଶା, ଦୟା, ଆଶାବାଦୀ ଓ ନିଷ୍ଠା ପରି ସକରାତ୍ମକ ଭାବନାକୁ ଆପଣେଇବା ପାଇଁ ନିଜକୁ ଉତ୍ସାହିତ କରନ୍ତୁ | ଠାରେ ଏହି ଗୁଣ ଆପଣଙ୍କ ଭିତରେ ଚରି ଗଲେ, ତାହା ପରେ ପ୍ରତେକଟି ସ୍ଥିତିରେ ସିଏ ନିଜେ ହିଁ ସକରାତ୍ମକ ଦୃଷ୍ଟିରୁ ବାହାରି ଆସିବ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ଆଜି ଆପଣଙ୍କ ସୁନ୍ଦର କାର୍ଯ୍ୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ପ୍ରେମ ପୁର୍ଣ ରୂପରେ ଫୁଟିବ | କାମ-କାର୍ଯ୍ୟ ଦୃଷ୍ଟିରୁ ଆୟାଜି ଆପଣଙ୍କ ଦିନ ବହୁତ ଉତ୍ତମ ରହିବ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |

ବିଛା : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆଜି ଆପଣଙ୍କ ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି | କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ବହୁତ ସୁନ୍ଦର ଓ ସ୍ନେହୀ ଲୋକ ସହିତ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି | କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ଯେତେବେଳେ ଆପଣଙ୍କ ଜୀବନ-ସାଥୀ ସବୁ ଭୁଲ ଭୁଲିକି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ, ତେବେ ଜୀବନ ଆହୁରି ସୁନ୍ଦର ଲାଗିବ |

ଧନୁ : ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ | ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଆପଣଙ୍କୁ ନିଜର ରସମୟ କଳ୍ପନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆବଶ୍ୟକତା ନାହିଁ, କାରଣ ସମ୍ଭାବନା ଅଛିକି ତାହା ଆଜି ସତ ହୋଇ ଯାଇ ପାରେ | ଅନ୍ୟ ମାନଂକୁ କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତୁ ନାହିଁ,ଯେଉଁ କାର୍ଯ୍ୟ ଆପଣ ନିଜେ କରିବାକୁ ଚାହନ୍ତିନି | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଜୀବନ ବହୁତ ସୁନ୍ଦର ଦେଖା ଯିବ, କାରଣ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ ଯୋଜନା କରିଛନ୍ତି |

ମକର : ଆଜି ଦିନଟା ଖୁସିରେ ଭରା ରହିବ | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | ନୂଆ ପ୍ରେମ ହେବାର ସମ୍ଭାବନା ପ୍ରବଳ ଅଛି, ପ୍ରେମର ପୁଷ୍ପ ଆପଣଙ୍କ ଜୀବନରେ ଶୀଘ୍ର ହିଁ ଫୁଟି ପାରେ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ | ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିସ୍ୟତପାଇଁ ଯୋଜନା କରିବେ | କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ |

କୁମ୍ଭ : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ଘରେ ସନ୍ତୁଳନ ରଖିବା ପାଇଁ ସାଙ୍ଗରେ ମିଶିକି କାମ କରନ୍ତୁ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ନୂଆ ବିଚାର ଲାଭକାରୀ ହେବ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଜୀବନ-ସାଥୀଙ୍କର ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ବୈବାହିକ ଜୀବନର ସନ୍ତୁଳନ ଖରାପ କରି ପାରେ |

ମୀନ : କାର୍ଯ୍ୟ ଚାପି ଯୋଗୁଁ ଆପଣ ଘରେ କ୍ଳାନ୍ତିକର ଅନୁଭବ କରିବେ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସଞ୍ଚିତ ନାହିଁ, ତେବେ ଘରର କୌଣସି ବଡ଼ଙ୍କ ଠାରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ | ପାରମ୍ପରିକ ଅନୁଷ୍ଠାନ କିମ୍ବା କୌଣସି ପବିତ୍ର ଆୟୋଜନ ଘରେ କରା ଯିବା କଥା | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | କାର୍ଯ୍ୟରେ ମନ ଲଗାନ୍ତୁ ଓ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ଆଜି ଆପଣ ନିଜ ଜୀବନ-ସାଥୀ ସହିତ ଆତ୍ମୀୟକଥା-ବାର୍ତ୍ତାହେବେ