ରାଶିଫଳ ବୁଧବାର : କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ ହେବ

Horoscope Wednesday-30-11-2022

ମେଷ : ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦ୍ଵାରା ଆବଶ୍ୟକତା ଅଛି | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଆଜି ନିଜର ଦୈନିକ କାର୍ଯ୍ୟରୁ ବିଶ୍ରାମ ନେଇ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ ଯାନ୍ତୁ | ପ୍ରେମ କରିବାକୁ ଆଜି କିଛି ସୁଯୋଗ ମିଳିବ ନାହିଁ | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନଲାଗିବା ଆଜି ଅପାଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ |

ବୃଷ : ଆପଣ ଯାହା ଶାରୀରିକ ପରିବର୍ତନ ଆଜି କରିବେ, ତାହା ନିଶ୍ଚିତ ଆପଣଙ୍କ ରଙ୍ଗ-ରୂପକୁ ଆକର୍ଷିତ କରିବ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପାରିବାରିକ ବିପଦକୁ ସମାଧାନ କରିବାରେ ଆପଣଙ୍କ ଚୁଆଲିଆ ସ୍ୱଭାବ ବିଶେଷ ଭୂମିକା କରିବ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଆପଣ ଆଜି ନିଜର ଉଦେଶ୍ୟକୁ ପୂରଣ କରିବାରେ ସଫଳ ହେବେ, ସର୍ତ ଏହାକି ଅନ୍ୟ ମାନଙ୍କ ଠୁ ଆପଣ ସାହାଯ୍ୟ ନେବେ | ଆପଣଙ୍କ ଦିନଟି କିପରି କାଟିବା ସେଥିପାଇଁ ଆପଣ ନିଜେ ଯତ୍ନବାନ ହେବା ଆବଶ୍ୟକ |

ମିଥୁନ : ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧାନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି | କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି | ଆଜି ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ବୁଲିଯିବାପାଇଁ ଯୋଜନା କରିପାରନ୍ତି କିନ୍ତୁ କୌଣସି ଅତ୍ୟାବଶ୍ୟକ କାମପାଇଁ ଏହି ଯୋଜନା ପାଣ୍ଡୁର ହୋଇଯିବ ଏବଂ ସେଥିପାଇଁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ହୋଇପାରେ | କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ | ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ |

କର୍କଟ : ଆପଣଙ୍କ ଅଭଦ୍ର ବ୍ୟବହାର ଆପଣଙ୍କ ସାଂଗ ମାନଂକ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ | ନିଜର କାର୍ଯ୍ୟ ପଛରେ ପ୍ରେମ ଓ ଦୂରଦୃଷ୍ଟିର ଭାବନା ହେବ ଦରକାର, ନା କି ଲୋଭର ବିଷ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ | ଆଜି ବହୁତ ସାରା ରୋଚକ ଆମନ୍ତ୍ରଣ ସହ ଗୋଟେ ଉପହାର ବି ମିଳି ପାରେ |

ସିଂହ : ତେଲରେ ଚଣା-ଛଣି ଖାଦ୍ୟଠୁ ଦୁରେଇ ରୁହନ୍ତୁ ଓ ନିତ୍ୟ ଦିନ ବ୍ୟୟାମ କରନ୍ତୁ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆଜି ଆପଣଙ୍କର ଅନିଶ୍ଚିତ ବ୍ୟବହାର ଯୋଗୁ ଆପଣଂକର ସାଥୀ ନିଜର ମନ ଖରାପ କରି ପାରନ୍ତି| ଆଜି ଆପଣ ଗୋଟେ ଟିମର ନେତୃତ୍ୱ କରିବା ପାଇଁ ମଜବୂତ ସ୍ଥିତିରେ ଅଛନ୍ତି ଓ ଲକ୍ଷକୁ ପାଇବା ପାଇଁ ମିଶିକି କାମ କରନ୍ତୁ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ |

କନ୍ୟା : ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ | କାର୍ଯ୍ୟକ୍ଷେତ୍ରର କଥାରେ ଆପଣଙ୍କ ଟିମର ସବୁଠୁ ଅଧିକ ବିରକ୍ତ କରିବା ବ୍ୟକ୍ତି ଆଜି ବୁଦ୍ଧିର କଥା କହୁଥିବା ଦେଖା ଯିବେ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ବୈବାହିକ ଜୀବନର କିଛିଟା ସାଇଡ ଇଫେକ୍ଟ ବି ଥାଏ, ଆଜି ଆପଣ ଏହାର ସମ୍ମୁଖୀନ ହେବେ |

ତୁଳା : ମନେ ମନେ ସ୍ବପ୍ନ ଦେଖିବା ସାହାଯ୍ୟ କରିବନି | ପରିବାରର ଆଶା ଉପରେ ଛିଡ଼ା ହେବ ପାଇଁ କିଛି କରିକି ଦେଖେଇବାକୁ ପଡ଼ିବ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଦିନକୁ ଆନନ୍ଦଦାୟକ କରିବା ପାଇଁ ଘନିଷ୍ଠ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ଏମିତିଆ କାର୍ଯ୍ୟ ହାଥରେ ନିଅନ୍ତୁ,ଯାହା ସର୍ଗନାତ୍ମକ ପ୍ରକୃତିର ଅଟେ | ଆଜିକୁ କାମ ଆଜି ସାରିଦେବ ଉଚିତ |

ବିଛା : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧାନ ଅର୍ଜନ କରିବାରେ ସକ୍ଷମ | କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ | ପୁରୁଣା ସାଙ୍ଗ ମାନେ ସାହାଯ୍ୟ ଓ ସହଯୋଗ ଦେବେ | ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ | ଆଜି ଖାଲି ସମୟରେ ଆପଣ ଖଳିବାକୁ ପସନ୍ଦ କରିବେ | କିନ୍ତୁ ସାବଧାନ ରହିବେ କାରଣ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଅଛି |

ଧନୁ : ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ | ନିଜକୁ ଅବହେଳା କରନ୍ତୁ ନାହିଁ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | ଯେତେ ପର୍ଯନ୍ତ ଆପଣଙ୍କୁ ବିଶ୍ୱାସ ନ ହେଇ ଯାଏ କି କାମ ପୁର୍ଣ ରୂପେ ଶେଷ ହୋଇ ସାରିଛି, ଫାଇଲ ପତ୍ର ନିଜର ମାଲିକଙ୍କୁ ଦିଅନ୍ତୁ ନାହିଁ | ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ |

ମକର : କେହି ଆପଣଙ୍କ ମନ ଖରାପ କରି ପାରେ, କିନ୍ତୁ ଏମିତି ଜିନିଷକୁ ନିଜକୁ ନିଅନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ | ଅଦରକାରୀ ଚିନ୍ତା ଓ ଅସୁବିଧା ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇ ପାରେ ଓ ଚର୍ମ ସମ୍ବନ୍ଧରେ ରୋଗ ଦେଇ ପାରେ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କ ଆଖି ଚମକିବ ଓ ହୃଦୟର ଆପନଦାନ ବଢି ଯିବା,ଯେତେ ବେଳେ ଆପଣ ନିଜର ମନର ମଣିଷକୁ ଦେଖା କରିବେ | ଏହି ସମୟ ବିଦେଶରେ ବ୍ୟବସାୟ କରିବା ପାଇଁ ଉତମ ରହିବ| ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ |

କୁମ୍ଭ: ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ସାଙ୍ଗ ଓ ବନ୍ଧୁ ମାନଙ୍କ ସହିତ ମଜା-ମସ୍ତି କରନ୍ତୁ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | କାର୍ଯ୍ୟସ୍ଥଳରେ ଦାୟିତ୍ୱ ବଢ଼ି ପାରେ | ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ |

ମୀନ: ଛୋଟ ଛୋଟ ଜିନିଷ ଯୋଗୁଁ ବେସ୍ତ ହୁଅନ୍ତୁ ନାହିଁ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଜୀବନରେ ଗୋଟେ ନୂତନ ସୁଯୋଗ ଆସି ପାରେ, ଯାହା ପ୍ରେମ ଓ ଭଲ ପାଇବାକୁ ନୂତନ ଦିଶା ଦେଖେଇବ | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଆଜି ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି |