ରାଶିଫଳ ବୁଧବାର : ଆଶା କରୁଥିବା ଦିଗରୁ ସଫଳତା ପାଇବେ

Horoscope Wednesday-28-12-2022

ମେଷ : ଲମ୍ବା ସମୟ ଠୁ ଚାଲୁ ଆସୁଥିବା ରୋଗର ଚିକିଷ୍ୟା ନିଜର ହସ ସହିତ କରନ୍ତୁ, କାରଣ ଏହା ସବୁ ବିପଦର ଉତ୍ତମ ଔଷଧ ଅଟେ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଯେଉଁମାନେ ଏବେବି ଏକ ଅଛନ୍ତି, ଆଜି ସେମାନଙ୍କୁ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବା ପୂର୍ବରୁ ତାଙ୍କ ପୂର୍ବ ସମ୍ପର୍କ ବିଷୟରେ ଜାଣିନେବା ଉଚିତ | ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ଆପଣ ଓ ଆପଣଙ୍କ ପ୍ରିୟ ଆଜି ନିଜ-ନିଜକୁ ନିଜର ସୁନ୍ଦର ଭାବନା ଜଣେଇ ପାରିବେ |

ବୃଷ : ଆପଣ ମାନସିକ ଓ ଶାରୀରିକ ଥକା ଅନୁଭବ କରି ପାରନ୍ତି, ତେଣୁ ଟିକେ ଆରାମ ଓ ପୁଷ୍ଟି ଆହାର ଆପଣଙ୍କ ଉର୍ଯ୍ୟ ସ୍ତରକୁ ଉତ୍ଥାନ କରିବାରେ ସହାୟକ ହେବ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ | ଆପଣଙ୍କୁ ଜଣା ପଡ଼ିଯିବ କି କାର୍ଯ୍ୟାଳୟରେ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ସହିତ ଅଟେ କଡ଼ା କଥା କାହିଁକି ହେଉଛନ୍ତି | କାରଣ ଜଣିକି ଆପଣଙ୍କୁ ସନ୍ତୋଷ ହେବ | ସମୟ ଅଭାବ ଯୋଗୁଁ ନ ଭାବିଚିନ୍ତି ଯୋଜନା କରନ୍ତୁ ନାହିଁ ନହେଲେ ପଶ୍ଚାତାପ କରିବାକୁ ପଡି ପାରେ |

ମିଥୁନ : କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ | ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ | ଏହା ଆପଣଙ୍କୁ ଓ ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ | ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ | କାର୍ଯ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ |

କର୍କଟ : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ | ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ | ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି, କିନ୍ତୁ ଆପଣଙ୍କ ସହଭାଗୀଙ୍କ ବୁଝାମଣା ସହିତ ଆପଣଙ୍କୁ ଶାନ୍ତ କରିଦେବେ | ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ | ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ |

ସିଂହ : ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ | ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ | ଆଜି ଦିନଟା ଭାବି ଚିନ୍ତିକି ପାଦ ବଡ଼େଇବାର ଅଛି,ସେଥିପାଇଁ ସେତେ ପର୍ଯନ୍ତ ନିଜର ବିଚାର ପ୍ରସ୍ତୁତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କର ସଫଳତା ପାଇଁ ଆଶ୍ୱସ୍ତ ନ ହୁଅନ୍ତି | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |

କନ୍ୟା : ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆଜି ଦିନରେ ପ୍ରେମର କଢ଼ ଫୁଟିକି ଫୁଲ ହେଇ ପାରେ | ନିଜର ଚେଷ୍ଠାକୁ ନୂଆ ଦିଶା ଦିଅନ୍ତୁ ଓ ଆପଣ ଦେଖିବେ କେମିତି ଅସାଧାରଣ ଉପଲବ୍ଧି ପ୍ରାପ୍ତ କରିବେ | ଆଜି ଆପଣ ଗହଳି ବ୍ୟତୀତ ଏକ ରହିବାକୁ ବେଶୀ ପସନ୍ଦ କରିବେ | ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ |

ତୁଳା : ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ | ସନ୍ଧ୍ୟାରେ ରୋଷେଇ ହେବ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ଦରକାର ସମୟରେ ଶୀଘ୍ର ଓ ବୁଦ୍ଧି ସହିତ କାର୍ଯ୍ୟ କଲେ ,ଆପଣଙ୍କ କ୍ଷମତା ଲୋକଙ୍କ ପ୍ରସଂସାର ପାତ୍ର ହୋଇ ଯିବ | ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି | କିନ୍ତୁ ଏହି ସମୟରେ ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ | କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ |

ବିଛା : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ | ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ | ସୁନିଶ୍ଚିତ କରନ୍ତୁ କି ଆପଣଙ୍କ ଯୋଜନା ବାସ୍ତବବାଦୀ ଅଛି ଓ ତାହାକୁ କାର୍ଯ୍ୟକାରୀ କରିବା ସମ୍ଭବ ଅଛି | ଆସୁଥିବା ଜନନ ଉପହାର ପାଇଁ ଆପଣଙ୍କୁ ସବୁ ଦିନ ମାନେ ରଖିବ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ସହଭାଗୀ ହିଁ ଆପଣଙ୍କୁ ନିତ୍ୟତା ଭଲ ପାନ୍ତି | ଆଜି ଦିନରେ ଆପଣଙ କାର୍ଯ୍ୟାଳୟରେ କିଛି ଉତ୍ତମ କାର୍ଯ୍ୟ କରି ପାରନ୍ତି | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ |

ଧନୁ : ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଆଜି ସନ୍ଧ୍ୟା ବେଳେ କୌଣସି ପୁରୁଣା ସାଙ୍ଗ ସାଙ୍ଗରେ ଦେଖା ହେଇ ପାରେ ଓ ଆପଣ ବହୁତ ଖୁସି ଅନୁଭବ କରିବେ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି |

ମକର : ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଯାତ୍ରା ଓ ଶିକ୍ଷାଠୁ ଜଡିତ କାର୍ଯ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |

କୁମ୍ଭ : ଅତ୍ୟାଧିକ ଯାତ୍ରା କରିବା କାରଣରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇ ପାରେ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ଆଜି ଆପଣଙ୍କୁ ଲାଭ ମିଳିବ, କାରଣ ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ | ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ|

ମୀନ : ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ | କାର୍ଯ୍ୟ ସ୍ଥଳରେ ଆପଣଙ୍କ କାମର ଆଜି ପ୍ରଶଂସା କରା ଯିବ | ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ |ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ |