କ୍ଷୀର ଓ ତୁଳସୀ ପତ୍ରର ଲାଭଦାୟିକ ଗୁଣ ଜାଣନ୍ତୁ

ଶରୀରର ଇମ୍ୟୁନିଟ ସିଷ୍ଟମକୁ ମଜଭୁତ କରିବାରେ…

ଶରୀର ପାଇଁ ଅନେକ ଜିନିଷ ଲାଭଦାୟକ ହୋଇଥାଏ । ସେଥିରୁ ତୁଳସୀ ପତ୍ର ଅନ୍ୟତମ । ଏଥିରେ ଇମ୍ୟୁନିଟ୍-ମଡ୍ୟୁଲେଟାରୀ ଉପାଦାନ ରହିଛି, ଯାହାକି ଶରୀରର ଇମ୍ୟୁନିଟ ସିଷ୍ଟମକୁ ମଜଭୁତ କରିବାରେ ସାହାର୍ଯ୍ୟ କରିଥାଏ । ବଢାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏହା ସହ ଜ୍ୱର, ଥଣ୍ଡା ଓ କାଶର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଏ ।

ତୁଳସୀ ଚା-ଗୋଟିଏ କପ୍ ଗରମ ପାଣିରେ କିଛି ତୁଳସୀ ପତ୍ର ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଜ୍ୱର, ମ୍ୟାଲେରିଆ ଓ ଡେଙ୍ଗୁ ଆଦିରୁ ମୁକ୍ତି ପାଇବା ପାଇଁ ଏହାକୁ ଦିନକୁ ୨ ଥର ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କର ଲାଭ ହେବ ।