ବଜ୍ରପାତରେ ୩ ମୃତ

ରାୟବରେଲୀ: ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାରେ ବଜ୍ରପାତରେ ଦୁଇ ନାବାଳକଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି । ବଜ୍ରପାତରେ ଅ।।ହତ ହୋଇଥିବା ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନେ ବିଲରେ ଧାନ ବୁଣୁଥିବାବେଳେ ବଜ୍ରପାତ ଘଟିଥିବା ଜଣାପଡିଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା କୁହାଯାଇଛି ।