ଆମେରିକାକୁ କୋଭିଡ ଭୟ

ନୂଆଦିଲ୍ଲୀ : ଆମେରିକାରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ମାଡିବାରେ ଲାଗିଛି । ଏହାସହ ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ୧୪୨,୩୮୮ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହା ଗତବର୍ଷ ତୁଳନାରେ ବହୁତ ଅଧିକ ।