କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଆହୁରି ଉନ୍ନତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ସଂସ୍କାର ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶବିଶେଷ ।

କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦେଇଛନ୍ତି ଏମଏସଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଲଗାତର ଉଦ୍ୟମ ଅନ୍ତର୍ଗତ ଏମଏସଇ ଋଣ ପ୍ରବାହ ବଢାଇବା କ୍ରେଡିଟ ଗ୍ୟାରେଣ୍ଟି ଯୋଜନାକୁ ନୂଆ ରୂପ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶବିଶେଷ ।”