ଇ-ବାହନ : ଆଗରେ ମହାରାଷ୍ଟ୍ର

ପୁଣେ : ପ୍ରଦୂଷଣ ହ୍ରାସ ପାଇଁ ଇ-ବାହନ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ପାରମ୍ପରିକ ଇନ୍ଧନକୁ ସବୁଜ ଇନ୍ଧନର ବିକଳ୍ପ କରିବା ନିମନ୍ତେ ଦେଶବ୍ୟାପୀ ନାନା ପ୍ରକାର ପ୍ରୟାସ ଜାରୀ ରହିଛି । ଏହି କ୍ରମରେ ଦେଶର ଇ-ବାହନ କରାଯାଇଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କାରବାର ହେଉଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କ୍ରୟ ହେଊଥିବା ସୂଚନା ମିଳିଛି।