ଆଫଗାନିସ୍ତାନରେ ଭୂକମ୍ପ ଝଟକା

ଗତକାଲି ରାତି ପ୍ରାୟ ୧ଟା ୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରତାରେ ଥିଲା।