ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ: ଜେଲ୍ ଭିତରେ ଗ୍ୟାଙ୍ଗୱାର । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ହତ୍ୟା । ଏହି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । । ତାକୁ ଚିକିତ୍ସା ପାଇଁ ତୁରନ୍ତ ଦିନ୍ ଦୟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଟିଲୁର ମୃତ୍ୟୁ ଘଟିଛି ।