କୋଚ ପଦ ଦୌଡରେ ଗ୍ୟାରି-ସାଇମନ

ଇଂଲଣ୍ଡର ମୁଖ୍ୟ କୋଚ ପଦ ଦୌଡରେ ଗ୍ୟାରି କଷ୍ଟନ ଏବଂ ସାଇମନ କାଟିଚ ନାମ ସର୍ବାଗେ….

ନୂଆଦିଲ୍ଲୀ: ଇଂଲଣ୍ଡର ମୁଖ୍ୟ କୋଚ ପଦ ଦୌଡରେ ଗ୍ୟାରି କଷ୍ଟନ ଏବଂ ସାଇମନ କାଟିଚ ନାମ ସର୍ବାଗେ ରହିଛି । କ୍‌ର୍ଷ୍ଟନଙ୍କ ପ୍ରଶିକ୍ଷଣରେ ଭାରତ ୨୦୧୧ ବିଶ୍ୱ କପ୍‌ ଜିତିଥିଲା । ଇସିବି ଟେଷ୍ଟ ଏବଂ ସୀମିତ ଓଭର ଉଭୟ ଦଳର କୋଚ୍‌ ପାଇଁ ଭିନ୍ନ ଭିନ୍ନ ଆବେଦନ ମଗାଇଛି । ସେହିପରି ବେନ ଷ୍ଟୋକ୍ସଙ୍କ ଟେଷ୍ଟ ଅଧିନାୟକ ଭାବେ ବିଶେଷ କିଛି ଅଭିଜ୍ଞତା ନାହିଁ ।