ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଭଲ ଖବର ବୋଲି କହିଲେ ପ୍ରଧାନମନ୍ତ୍ରୀ

ପିଆଇବି , ଭୁବେନେଶ୍ଵର : କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି, ରେଳବାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫୧୨ ମେଟ୍ରିକ ଟନ ମାଲ ପରିବହନ ସହ ଯେକୌଣସି ଆର୍ଥିକ ବର୍ଷ ତୁଳନାରେ ସର୍ବାଧିକ ମାଲ ପରିବହନ ପଞ୍ଜିକୃତ କରିଛି ।

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଭଲ ଖବର ।”