ନମୋ ଆପ୍ ମାଧ୍ୟମରେ କୋଟି କୋଟି ଦେଶବାସୀଙ୍କ ସହ ଯୋଡ଼ି ହୋଇ ରହିବା ମୋ ପାଇଁ ସୌଭାଗ୍ୟର କଥା: ପ୍ରଧାନମନ୍ତ୍ରୀ

ଏହି ଆପର ବିଭିନ୍ନ ଦିଗକୁ ବୁଝାଇ ସାଂସଦ କଲୋନେଲ ରାଜ୍ୟବର୍ଦ୍ଧନ ରାଥୋଡ କରିଥିବା ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି:

‘ନମୋ ଆପ୍ ମାଧ୍ୟମରେ ଦେଶବାସୀଙ୍କ ସହ ନିରନ୍ତର ଯୋଡ଼ି ହୋଇ ରହିବା ମୋ ପାଇଁ ସୌଭାଗ୍ୟର କଥା ।’