ଜାପାନାରେ କ୍ୱାଡ୍‌ ନେତାଙ୍କୁ ସୁରକ୍ଷା ଦେବେ ୧୮ ହଜାର ଯବାନ

ଆସନ୍ତା ମେ ୨୪ରେ ଜାପାନାରେ ହେବାକୁ ଯାଉଛି କ୍ୱାଡ ନେତାଙ୍କ….

ନୂଆଦିଲ୍ଲୀ: ଆସନ୍ତା ମେ ୨୪ରେ ଜାପାନାରେ ହେବାକୁ ଯାଉଛି କ୍ୱାଡ ନେତାଙ୍କ ବୈଠକ । ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାଗ ନେବେ । କ୍ୱାଡ୍‌ ନେତାଙ୍କ ସୁରକ୍ଷା ପାଇଁ ୧୮ ହଜାର ପୋଲିସ ଅଧିକାରୀଙ୍କୁ ଟୋକିଓରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଟୋକିଓର ମେଟ୍ରୋପଲିଟନ ଏକ୍ସପ୍ରେସ ୱେରେ ଯାତାୟତ ପାଇଁ ତିନି ଦିନ ଯାଏଁ କଟକଣା ଲାଗୁ କରାଯିବ ବୋଲି ସୂଚନା ମିଳିଛି ।