ଖୁବଶୀଘ୍ର ହାତକୁ ଦି ହାତ ହେବେ ଅର୍ଜୁନ-ମଲାଇକା!

ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ଦବଙ୍ଗ ଗାର୍ଲ ମଲାଇକା ଆରୋରା ଖୁବଶୀଘ୍ର ବିବାହ କରିବାକୁ ଯାଉଥିôବା….

ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ଦବଙ୍ଗ ଗାର୍ଲ ମଲାଇକା ଆରୋରା ଖୁବଶୀଘ୍ର ବିବାହ କରିବାକୁ ଯାଉଥିôବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଉଭୟ ତାଙ୍କ ସମ୍ପର୍କକୁ ନେଇ ବେଶ ଖୁସି ଅଛନ୍ତି । ଅନ୍ୟପକ୍ଷରେ ଉଭୟ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରୁଛନ୍ତି । ହେଲେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ, ଉଭୟ ଖୁବଶୀଘ୍ର କପଲ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଜୁନ-ମଲାଇକା କପଲ ଚଳିତ ବର୍ଷ ଶେଷ ଆଡକୁ ବିବାହ କରିପାରନ୍ତି ।