ଆମେରିକାରେ ଦିନକରେ ୧୧ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକାରେ ଦ୍ରୁତ ଗତିରେ ବଢିିଚାଲିଛି କୋରାନା ଭାଇରସ ସଂକ୍ରମଣ । ସେହିପରି କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ଅଧିକ ସଂକ୍ରାମଣ ହେଉଛନ୍ତି ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଆମେରିକାରେ ଗୋଟିଏ ଦିନରେ ୧୧ଲକ୍ଷରୁ ଉଦ୍ଧ୍ୱର୍ କୋଭିଡ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ଆମେରିକାର ଡାକ୍ତରଖାନାରେ ଶହ ଶହ କୋଭିଡ ଆକ୍ରାନ୍ତ ବ୍ୟକ୍ତି ଭର୍ତ୍ତି ହେବାରେ ଲାଗିଛନ୍ତି ।

ଅନ୍ୟପକ୍ଷରେ କେବଳ ଆମେରିକା ନୁହେଁ ବ୍ରିଟେନ, ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେହିପରି ଭାରତରେ ମଧ୍ୟ କୋଭିଡ ସଂକ୍ରମଣ ବଢିିବାରେ ଲାଗିଛି ।