କୋଭିଡ ଜାଲରେ ଇଶା ଗୁପ୍ତା

ନୂଆଦିଲ୍ଲୀ: ବଳିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ନିଜକୁ ଘରେ ଆଇସୋଲେଟ୍‌ କରିବା ସହ ସେ ସୁସ୍ଥ ହୋଇ ଖୁବ୍‌ଶୀଘ୍ର ଫେରିବେ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରେନା ପରୀକ୍ଷା କରିବାକୁ କରିଛନ୍ତି ।