ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର : ପ୍ରଧାନମନ୍ତ୍ରୀ

ଶ୍ରୀନଗରର ଡାଲ ହ୍ରଦ ନିକଟରେ ଥିବା ଜାବରୱାନ…

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର ।

ଶ୍ରୀନଗରର ଡାଲ ହ୍ରଦ ନିକଟରେ ଥିବା ଜାବରୱାନ ରେଞ୍ଜର ପାଦଦେଶରେ ଅବସ୍ଥିତ ଟ୍ୟୁଲିପ ଉଦ୍ୟାନର ଫୁଲ ଫୁଟିବା ବିଷୟରେ ଶ୍ରୀନଗର ଜିଲ୍ଲା ପ୍ରଶାସନର ଟୁଇଟ୍‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର ।”