କେଜରିୱାଲଙ୍କୁ ସ୍ମୃତି ଇରାନୀଙ୍କ ପ୍ରଶ୍ନବାଣ

ବିଜେପି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ….

ନୂଆଦିଲ୍ଲୀ :  ବିଜେପି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫ ପରେ ଆପର ସଂଯୋଜକ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଦିନ କେଜରୀୱାଲଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ ସେ ଦେଶର ଦେଶଦ୍‌ରୋହୀଙ୍କୁ ସୁରକ୍ଷା ଦେଉଛନ୍ତି । ଏଠାରେ ଭାଜପା ମୁଖ୍ୟାଳୟରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି କେଜରିୱାଲଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ ସେ କ’ଣ ଦେଶର ଦେଶଦ୍ରୋହୀଙ୍କୁ ସୁରକ୍ଷା ଦେଉଛନ୍ତି । ଇଡିର ଗିରଫ ପରେ ଆପର ସଂଯୋଜକ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି ।

ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଦିନ କେଜରୀୱାଲଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ ସେ ଦେଶର ଦେଶଦ୍‌ରୋହୀଙ୍କୁ ସୁରକ୍ଷା ଦେଉଛନ୍ତି । ଏଠାରେ ଭାଜପା ମୁଖ୍ୟାଳୟରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି କେଜରିୱାଲଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ ସେ କ’ଣ ଦେଶର ଦେଶଦ୍ରୋହୀଙ୍କୁ ସୁରକ୍ଷା ଦେଉଛନ୍ତି ।