ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ ସିଂ ଯାଦବ

ଉତ୍ତରପ୍ରଦେଶ : ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ ସିଂ ଯାଦବ । ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ସୈଫଇରେ ଶେଷ ହୋଇଛି। ଅନ୍ତିମ ସଂସ୍କାର ବେଳେ ଲକ୍ଷାଧିକ ସଂଖ୍ୟାରେ ଭିଡ ଦେଖିବାକୁ ମିଲିଥିଲା । ଲୋକେ ଗଛ ଉପରେ ଚଢି ଅନ୍ତିମ ସଂସ୍କାର ଦେଖୁଥିବା ମଧ୍ୟ ସାମ୍ନାକୁ ଆସିଥିଲା । ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେବା ପରେ ଅନ୍ତିମ ସଂସ୍କାର ଶେଷ ହୋଇଛି ।