ପ୍ରାୟ ୨୫୦୦ କୋଟି ଟଙ୍କାର ୧୧ଟି ଯୋଜନା ପାଇଁ ମିଜୋରମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜ୍ୟର ପ୍ରଗତି ପଥ ପ୍ରଶସ୍ତ ହୋଇଥିବାରୁ ମିଜୋରମବାସୀଙ୍କୁ ଅଭିନନ୍ଦନ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୨୫୦୦ କୋଟି ଟଙ୍କା ବିନିଯୋଗରେ ୧୧ଟି ଭିନ୍ନ ଭିନ୍ନ ଯୋଜନା ପାଇଁ ମିଜୋରମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ଯୋଜନାଗୁଡିକର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବିଭିନ୍ନ କ୍ଷେତ୍ରକୁ ସାମିଲ କରୁଥିବା ଏହି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଗତି ପଥ ପ୍ରଶସ୍ତ ହୋଇଥିବାରୁ ମିଜୋରମବାସୀଙ୍କୁ ଅଭିନନ୍ଦନ ।”

ଅଧିକ ବିବରଣୀ ଜାଣିବା ପାଇଁ ଦେଖନ୍ତୁhttps://pib.gov.in/PressReleasePage.aspx?PRID=1912878