ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ … By Shaksi News On Jan 28, 2023 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ… Nov 10, 2026 ହିଞ୍ଜିଳି ବିଧାୟକ ନବୀନ… Nov 10, 2026 ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ଶାସନ… Nov 10, 2026 ଧୂଷୁରୀ ଥାନାରେ କାର୍ଯ୍ୟରତ… Nov 10, 2026 ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ । ଦେଶ ପ୍ରତି ସମୃଦ୍ଧ ଓ ବିବିଧ ଯୋଗଦାନ ସାଙ୍ଗକୁ ଆମର ବିକାଶ ପଥ ବ୍ୟାପକ କରିବାରେ ସେମାନଙ୍କ ଉଦ୍ୟମକୁ ଭାରତ ସମ୍ମାନ ଜଣାଉଛି । #PeoplesPadma” Continue Reading PM Modi Share