ଦୁର୍ଗାପୂଜାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାରେ ସମସ୍ତଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସମସ୍ତଙ୍କ ସୁଖ ଓ ସ୍ୱାସ୍ଥ୍ୟପାଇଁ ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଦୁର୍ଗାପୂଜାର ବହୁତ ସାରାଶୁଭେଚ୍ଛା । ମା’ ଦୁର୍ଗା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖୀ ଜୀବନରଆଶୀର୍ବାଦ ଦିଅନ୍ତୁ ।’